ଯାତ୍ରୀବାହୀ ବସ-ଟ୍ରକ ମୁହାଁମୁହିଁ ଧକ୍କା , ୩୦ଯାତ୍ରୀ ଗୁରୁତର

ବୌଦ୍ଧ-ଫୁଲବାଣୀ ସୀମାନ୍ତ ରଣିପଥ ଘାଟି ଉପରେ ଯାତ୍ରୀବାହୀ ବସ-ଟ୍ରକ ମୁହାଁମୁହିଁ ଧକ୍କା ।  ଘଟଣା ସ୍ଥଳରେ ୩୦ଯାତ୍ରୀ ଗୁରୁତର ।

ବୌଦ୍ଧ: ବୌଦ୍ଧ-ଫୁଲବାଣୀ ସୀମାନ୍ତ ରଣିପଥ ଘାଟି ଉପରେ ଯାତ୍ରୀବାହୀ ବସ-ଟ୍ରକ ମୁହାଁମୁହିଁ ଧକ୍କା ।  ଘଟଣା ସ୍ଥଳରେ ୩୦ଯାତ୍ରୀ ଗୁରୁତର । ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି । ଗୁରୁତରଙ୍କୁ ଆମ୍ବୁଲାନ୍ସ ଓ ଚାରିଛକ ଦମକଳ ବହିନୀ ଦ୍ୱାରା ପୁରୁଣାକଟକ ଡାକ୍ତରଖାନାରେ ଭର୍ତ୍ତି  କରାଯାଇଛି  । ଖମ୍ବେଶ୍ୱରୀ ନାମକ ଯାତ୍ରୀବାହୀ ବସ ବୌଦ୍ଧରୁ ବାଲିଗୁଡା ଯାଉଥିବା ବେଳେ ଘଟିଛି ଦୁର୍ଘଟଣା ।

You might also like