୩୫ ଫୁଟ ତିମିର ମୃତଦେହ ଉଦ୍ଧାର

କେନ୍ଦ୍ରାପଡା : ଭିତରକନିକା ନିକଟରେ ବିଶାଳକାୟ ତିମିର ମୃତଦେହ। ବାଉଁଶଗଡ ନଦୀ ନିକଟସ୍ଥ ଅହିରାଜପୁର ଗାଁ ନିକଟରୁ ଉଦ୍ଧାର ହୋଇଛି ୩୫ ଫୁଟ ତିମିର ମୃତଦେହ । କେଉଁ କାରଣରୁ ତିମିର ମୃତ୍ୟୁ ହୋଇଛି ତାହା ଏଯାଏଁ ସ୍ପଷ୍ଟ ହୋଇନି । ତେବେ ସମୁଦ୍ରରୁ ଏହା ଭାସି ଆସିଥିବା ଅନୁମାନ କରାଯାଉଛି । ଅନ୍ୟପଟେ ଏହି ବିଶାଳକାୟ ତିମିକୁ ଦେଖିବା ପାଇଁ ସ୍ଥାନୀୟ ଅଂଚଳରେ ଭିଡ ଲାଗିରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.