Browsing Tag

whale

ଜଳେଶ୍ୱର : ଦଶ କ୍ୱିଣ୍ଟାଲରୁ ଅଧିକ ଓଜନର ତିମି, ଦେଖିବାକୁ ଲୋକଙ୍କ ଭିଡ଼

ଜଳେଶ୍ବର (କେ ନ୍ୟୁଜ୍‌) : ମିଳିଛି ଏକ ବିଶାଳକାୟ ତିମିର ମୃତଦେହ । ବାଲେଶ୍ବର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଜଳକା ନଦୀର ବରଡିହା ଘାଟ ନିକଟରେ ଏହି ବିରାଟ ମୃତ ତିମି ମାଛର ମୃତଦେହ ଦେଖିବାକୁ ମିଳିଛି । ମାଛଟିର ଓଜନ ୧୦ କ୍ବିଣ୍ଟାଲରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ମୃତ ତିମି ମାଛଟି…

ପ୍ରଥମ ଥର ପାଇଁ ମା’ ହେଲା ତିମି, ଭାଇରାଲ ହେଉଛି ନବଜାତ ଛୁଆର ମନୋରମ ଭିଡିଓ

ଆକ୍ୱାରିୟମ୍‌ରେ ଏକ ତିମି ମାଛ ପ୍ରଥମ ଥର ପାଇଁ ପିଲା ଜନ୍ମ କରୁଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଆମେରିକାର ସେଡ୍‌ ଆକ୍ୱାରିୟମ୍‌ରେ ରହୁଥିବା ଏକ ବେଲୁଗା ହ୍ୱେଲ ଶାବକ ଜନ୍ମ ଦେଇଛି। ଛୁଆ ଜନ୍ମର ପୂରା ପ୍ରକ୍ରିୟା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓ…

ରାଜନଗର ଅଗରନାସୀ ସମୁଦ୍ର କୂଳରରୁ ୪୦ ଫୁଟର ମଲା ତିମି ମାଛ ଉଦ୍ଧାର

ରାଜନଗର: କେନ୍ଦ୍ରପଡା ଜିଲ୍ଲା ରାଜନଗର ଅଗରନାସୀ ସମୁଦ୍ର କୂଳରରୁ ୪୦ ଫୁଟର ମଲା ତିମି ମାଛ ଉଦ୍ଧାର। ସୂଚନା ପାଇ ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ତଦନ୍ତ ଚଳାଇଛି । ବାତ୍ୟା ଅମ୍ଫନ ଯୋଗୁଁ ତିମି ମରିଥିବା ସନ୍ଦେହ କରାଯାଉଛି । କିନ୍ତୁ ଏଯାଏ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଏତେ ବଡର ତିମିକୁ…

୩୫ ଫୁଟ ତିମିର ମୃତଦେହ ଉଦ୍ଧାର

କେନ୍ଦ୍ରାପଡା : ଭିତରକନିକା ନିକଟରେ ବିଶାଳକାୟ ତିମିର ମୃତଦେହ। ବାଉଁଶଗଡ ନଦୀ ନିକଟସ୍ଥ ଅହିରାଜପୁର ଗାଁ ନିକଟରୁ ଉଦ୍ଧାର ହୋଇଛି ୩୫ ଫୁଟ ତିମିର ମୃତଦେହ । କେଉଁ କାରଣରୁ ତିମିର ମୃତ୍ୟୁ ହୋଇଛି ତାହା ଏଯାଏଁ ସ୍ପଷ୍ଟ ହୋଇନି । ତେବେ ସମୁଦ୍ରରୁ ଏହା ଭାସି ଆସିଥିବା ଅନୁମାନ କରାଯାଉଛି ।…