Below header

ସରକାର କଲେ ବଡ଼ ଘୋଷଣା: ଓଡ଼ିଶାର ରାଜପଥରୁ ହଟିବ ୩୫ ଟୋଲଗେଟ

ସମସ୍ତ ୩୫ ଟୋଲ ଗେଟ ରଦ୍ଦ କରିଦିଆଯିବା। ଏହାଦ୍ବାରା ସଡ଼କ ପଥରେ ମୁକ୍ତ ଯାତାୟତ ହୋଇପାରିବ। ଏନେଇ ନିର୍ମାଣ ବିଭାଗ  ତରଫରୁ ଗତକାଲି ଏକ ବିଧିବଦ୍ଧ ବିଜ୍ଞପ୍ତି ଦ୍ବାରା ସୂଚନା ଦିଆଯାଇଛି।

କେନ୍ୟୁଜ୍(ବ୍ୟୁରୋ): ଯାନବାହାନ ଚଳାଚଳ ଅସୁବିଧାକୁ ଦୃଷ୍ଟିରେ ରଖି ମୁକ୍ତ ଚଳାଚଳ ଯୋଗାଇବା ଏବଂ ସାରା ରାଜ୍ୟରେ ରାସ୍ତାରେ ଯାତାୟାତରେ ଅସୁବିଧା ନହେବା ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ। ରାଜରାସ୍ତରୁ ହଟିବ ଟୋଲଗେଟ। ନିର୍ମାଣ ବିଭାଗ ଓ ଓଡିଶା ବିଲ୍ଡିଂ ଏବଂ ସିଭିଲ୍ କନଷ୍ଟ୍ରକସନ  ଲିମିଟେଡ ଦ୍ବାରା ପରିଚାଳିତ ତଥା ଆରଡି ବିଭାଗ ଅଧିନରେ ଥିବା ସମସ୍ତ ୩୫ ଟୋଲ ଗେଟ ରଦ୍ଦ କରିଦିଆଯିବା। ଏହାଦ୍ବାରା ସଡ଼କ ପଥରେ ମୁକ୍ତ ଯାତାୟତ ହୋଇପାରିବ। ଏନେଇ ନିର୍ମାଣ ବିଭାଗ  ତରଫରୁ ଗତକାଲି ଏକ ବିଧିବଦ୍ଧ ବିଜ୍ଞପ୍ତି ଦ୍ବାରା ସୂଚନା ଦିଆଯାଇଛି।

tollgate

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.