Below header

୩୫୧ ବିରଳ କଇଁଛ ଜବତ: ଚୋରା ଚାଲାଣ ବେଳେ ମାଡି ବସିଲା DRI, ୩ ଅଟକ

୩୫୧ ବିରଳ କଇଁଛ ଜବତ । କଇଁଛ ଚୋରା ଚାଲାଣ ବେଳେ ମାଡି ବସିଲା DRI । ପଶ୍ଚିମବଙ୍ଗରୁ କର୍ଣ୍ଣାଟକକୁ କଇଁଛ ଚୋରା ଚାଲାଣ କରାଯାଉଥିବା ବେଳେ ମଙ୍ଗୁଳି ଟୋଲ ପ୍ଲାଜା ନିକଟରେ ଏସବୁ ଜବତ କରାଯାଇଛି ।

ଭୁବନେଶ୍ୱର (କେନ୍ୟୁଜ): ୩୫୧ ବିରଳ କଇଁଛ ଜବତ । କଇଁଛ ଚୋରା ଚାଲାଣ ବେଳେ ମାଡି ବସିଲା DRI । ପଶ୍ଚିମବଙ୍ଗରୁ କର୍ଣ୍ଣାଟକକୁ କଇଁଛ ଚୋରା ଚାଲାଣ କରାଯାଉଥିବା ବେଳେ ମଙ୍ଗୁଳି ଟୋଲ ପ୍ଲାଜା ନିକଟରେ ଏସବୁ ଜବତ କରାଯାଇଛି । ଟାଟା ଟିଆଗୋ କାରରୁ ୩୫୧ଟି ବିରଳ କଇଁଛ ଜବତ କରାଯାଇଛି । ଏହା ସିଡ୍ୟୁଲ ୧ ବନ୍ୟପ୍ରାଣୀ । ଘଟଣାରେ ୩ ଜଣଙ୍କୁ ଅଟକ ରଖି ବନ ବିଭାଗକୁ ହସ୍ତାନ୍ତର କରିଛି DRI ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.