Below header

ନାବାଳକ ସ୍କୁଟି ଚାଳକଙ୍କୁ ୩୭ ହଜାର ଚାଲାଣ କାଟିଲା ପୁରୀ ଆରଟିଓ, ଗାଡି ନେଇ ଯାଉଥିବାବେଳେ ଧରାପଡିଲେ

ପୁରୀ: ନାବାଳକ ସ୍କୁଟି ଚାଳକଙ୍କୁ ବଡ ଫାଇନ୍‌ । ୩୭ ହଜାର ଚାଲାଣ କାଟିଲା ପୁରୀ ଆରଟିଓ । ପୁରୀ ଚନ୍ଦନପୁର ଥାନା ଅଞ୍ଚଳରେ ଜଣେ ନାବାଳକ ସ୍କୁଟି ଚଲାଇ ଫସିଛନ୍ତି । ଗାଡି ନେଇ ଯାଉଥିବାବେଳେ ଡାକ୍ତରଖାନା ଛକ ଟ୍ରାଫିକ ପୋଷ୍ଟରେ ଧରାପଡିଥିଲେ ।

fineଆରଟିଓ ବିଭାଗ ଟ୍ରାଫିକ ଏଏସଆଇ ପହଞ୍ଚି ନାବାଳକଙ୍କ ଠାରୁ ସ୍କୁଟି ଜବତ କରିଥିଲେ । ଏହାସହ ତାଙ୍କୁ ୨୫ ହଜାର ଫାଇନ କରାଯାଇଥିଲା । ପରେ ପଲ୍ୟୁସନ୍‌ ସାର୍ଟିଫିକେଟ ନଥିବାରୁ ୧୦ ହଜାର, ଇନ୍ସୁରାନ୍ସ ନଥିବାରୁ ୨ ହଜାର ଫାଇନ ପଡିଛି । ମୋଟ ୩୭ ହଜାର ଡିପୋଜିଟ୍‌ କଲେ ବାଇକ ଫେରିପାଇବେ ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.