Browsing Tag

minor boy fine

କାନରେ ଇଅରଫୋନ  ଆଉ ହାତରେ କେଟିଏମ ବାଇକ ଧରି  ଧମାଲ ମଚାଉଥିଲେ ନାବାଳକ, ପୋଲିସ କାଟିଲା ୩୦ ହଜାର ଫାଇନ୍‌

ସମ୍ବଲପୁର(କେନ୍ୟୁଜ୍): ନାବାଳକ ବାଇକ ଚାଳକଙ୍କୁ ୩୦ ହଜାର ଫାଇନ୍‌ । ସମ୍ବଲପୁର ଟାଉନ୍‌ ଥାନା ପକ୍ଷରୁ ଫାଇନ୍‌ ଆଦାୟ କରାଯାଇଛି । ମୁଦିପଡା ଛକରୁ ଲକ୍ଷ୍ମୀ ଟକିଜ୍‌ ଛକ ମଧ୍ୟରେ ଗାଡି ଯାଞ୍ଚ କରାଯାଉଥିବା ବେଳେ ଫାଇନ୍‌ ଆଦାୟ ହୋଇଛି । ଜଣେ ନାବାଳକ ଏକ କେଟିଏମ ବାଇକ ଧରି କାନରେ ଇୟରଫୋନ୍‌…

ନାବାଳକ ସ୍କୁଟି ଚାଳକଙ୍କୁ ୩୭ ହଜାର ଚାଲାଣ କାଟିଲା ପୁରୀ ଆରଟିଓ, ଗାଡି ନେଇ ଯାଉଥିବାବେଳେ ଧରାପଡିଲେ

ପୁରୀ: ନାବାଳକ ସ୍କୁଟି ଚାଳକଙ୍କୁ ବଡ ଫାଇନ୍‌ । ୩୭ ହଜାର ଚାଲାଣ କାଟିଲା ପୁରୀ ଆରଟିଓ । ପୁରୀ ଚନ୍ଦନପୁର ଥାନା ଅଞ୍ଚଳରେ ଜଣେ ନାବାଳକ ସ୍କୁଟି ଚଲାଇ ଫସିଛନ୍ତି । ଗାଡି ନେଇ ଯାଉଥିବାବେଳେ ଡାକ୍ତରଖାନା ଛକ ଟ୍ରାଫିକ ପୋଷ୍ଟରେ ଧରାପଡିଥିଲେ । ଆରଟିଓ ବିଭାଗ ଟ୍ରାଫିକ ଏଏସଆଇ ପହଞ୍ଚି…

ରାୟଗଡ଼ା: ନାବାଳକ ପୁଅ ଚଳାଇଲା କାର୍‌, ବାପା ଗଣିଲେ ୨୫ହଜାର ଟଙ୍କା ଜରିମାନା

ରାୟଗଡ଼ା : ନାବାଳକ ପୁଅ ଚଳାଇଲା କାର୍‌ ବାପା ଗଣିଲେ ଜରିମାନା। ବାପାଙ୍କୁ ୨୫ହଜାର ଟଙ୍କାର ଜରିମାନା ପରିବହନ ବିଭାଗକୁ ଦେବାକୁ ପଡିଛି। ରାୟଗଡ଼ା ସହରର କସ୍ତୁରୀ ନଗରରେ ରହୁଥିବା ସେକ୍‌ ତାପିରବୁଲ ତାଙ୍କ କାର୍‌ ଘର ବାହାରେ ରଖିଥିବା ସମୟରେ ପୁଅ ତାଙ୍କ ଅଜାଣତରେ ନେଇ ପଳାଇଥିଲା।…