ବିନା ହେଲମେଟରେ ଦୃତ ଗତିରେ ସ୍କୁଟି ଧରି ଆସୁଥିଲା ନାବାଳକ, ପୋଲିସ୍ ଧରି କାଟିଲା ୨୬ ହଜାର ଫାଇନ୍
ସମ୍ବଲପୁର(କେନ୍ଯୁଜ୍): ନାବାଳକ ସ୍କୁଟି ଚାଳକଙ୍କୁ ୨୬ ହଜାର ଫାଇନ୍ । ସମ୍ବଲପୁର ଟାଉନ୍ ଥାନା ପକ୍ଷରୁ ଫାଇନ୍ ଆଦାୟ କରାଯାଇଛି । ଚାଉଁରପୁର ବ୍ରିଜ୍ ନିକଟରେ ଗାଡି ଯାଞ୍ଚ କରାଯାଉଥିବା ବେଳେ ଫାଇନ୍ ଆଦାୟ ହୋଇଛି । ଜଣେ ନାବାଳକ ଏକ ସ୍କୁଟି ଧରି ବିନା ହେଲମେଟରେ ଦୃତ ଗତିରେ ଆସୁଥିବା…