Below header

ରାଜ୍ୟରେ ଆଜି ଆଉ ୩୯୪ ପଜିଟିଭ୍‌ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରେ ସର୍ବାଧିକ

ଭୁବନେଶ୍ୱର (କେନ୍ୟୁଜ) : ଓଡିଶାରେ ବଢ଼ୁଛି କରୋନା। ରାଜ୍ୟରେ ବି କରୋନାର ଲମ୍ବା ଡିଆଁ। ଦିନକରେ ଆଉ ୩୯୪ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୨୯୧ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟସ ରହିଛି ୧୬୩। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୦ଜଣ ନୂଆ ଆକ୍ରାନ୍ତ ରହିଛନ୍ତି।


ଏହି ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୨୪, ବାଲେଶ୍ୱରରୁ ୫, ବରଗଡରୁ ୩୪, ଭଦ୍ରକରୁ ୪, ବଲାଙ୍ଗୀରରୁ ୧୦, କଟକରୁ ୨୭, ଢ଼େଙ୍କାନାଳରୁ ୪, ଗଞ୍ଜାମରୁ ୭, ଜଗତସିଂହପୁରରୁ ୨, ଜୟପୁରରୁ ୭, ଝାରସୁଗୁଡାରୁ ୬, କଳାହାଣ୍ଡିରୁ ୪୩ ଏବଂ କେନ୍ଦ୍ରାପଡାରୁ ୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.