Below header
Browsing Tag

corona odisha update

ରାଜ୍ୟରେ କମୁଛି ସଂକ୍ରମଣ, ଗତ ୨୪ ଘଣ୍ଟାରେ ୭ ହଜାର ୭୨୯ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର (କେନ୍ୟୁଜ) : ରାଜ୍ୟରେ କମୁଛି ପଜିଟିଭିଟି ହାର । ୧୨ ପ୍ରତିଶତ ତଳକୁ ଖସିଛି ସଂକ୍ରମଣ । ଆଜି ପଜିଟିଭିଟି ରେଟ୍‌ ରହିଛି ୧୧.୨୬ ପ୍ରତିଶତ। ଗତ ୩ଦିନ ମଧ୍ୟରେ ପ୍ରାୟ ୩ ପ୍ରତିଶତ ସଂକ୍ରମଣ ଖସିଛି। ଜୁନ୍‌ ୧ରେ ପଜିଟିଭିଟି ହାର ଥିଲା ୧୪.୦୨ ପ୍ରତିଶତ। ଗତ ୨୪ ଘଣ୍ଟାରେ ୭ ହଜାର ୭୨୯…

କରୋନା ରୋଗୀଙ୍କ ମେଡିସିନ୍ ପାଇଁ SOP, ନୂଆ ଔଷଧ ତୋସିଲିଜମାବ ବ୍ୟବହାର ନେଇ ପ୍ରୋଟୋକଲ ଜାରି

ଭୁବନେଣ୍ବର: କରୋନା ରୋଗୀଙ୍କ ମେଡିସିନ୍ ପାଇଁ SOP। ଇଞ୍ଜେକସନ ସହ ଅନ୍ୟାନ୍ୟ କରୋନା ଔଷଧ ପାଇଁ SOP ଜାରି କରାଯାଇଛି। କରୋନା ପାଇଁ ନୂଆ ଔଷଧ ତୋସିଲିଜମାବ ବ୍ୟବହାର ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପ୍ରୋଟୋକଲ ଜାରି କରାଯାଇଛି। ଭେଣ୍ଟିଲେଟରରେ ଥିବା ରୋଗୀ, ଅକ୍ସିଜେନ ଆବଶ୍ୟକ କରୁଥିବା…

ରାଜ୍ୟରେ ଆଜି ଆଉ ୩୯୪ ପଜିଟିଭ୍‌ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରେ ସର୍ବାଧିକ

ଭୁବନେଶ୍ୱର (କେନ୍ୟୁଜ) : ଓଡିଶାରେ ବଢ଼ୁଛି କରୋନା। ରାଜ୍ୟରେ ବି କରୋନାର ଲମ୍ବା ଡିଆଁ। ଦିନକରେ ଆଉ ୩୯୪ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୨୯୧ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟସ ରହିଛି ୧୬୩। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୦ଜଣ ନୂଆ…

ଆଜି ରାଜ୍ୟରେ ଆଉ ୭୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ଆଜି ରାଜ୍ୟରେ ଚିହ୍ନଟ ହେଲେ ୭୨ ଜଣ କରୋନା ଆକ୍ରାନ୍ତ । ସଂଗରୋଧ କେନ୍ଦ୍ରରୁ ୪୩ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୫ହଜାର୬୨୦କୁ ବୃଦ୍ଧି ପାଇଛି। ସେହିପରି ସୁସ୍ଥ ହେଲେଣି…

ରାଜ୍ୟରେ ଆଜି ପୁଣି ୨୧୩୮ କରୋନା ପଜିଟିଭ ଚିହ୍ନଟ, ଗଲା ୧୫ ଜଣଙ୍କ ଜୀବନ

ଭୁବନେଶ୍ବର: ରାଜ୍ୟରେ ଆଜି ଆଉ ୨୧୩୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନ୍‌ରୁ ୧୨୫୧ ଓ ଲୋକାଲ କଣ୍ଟାକ୍ଟ କେସ୍‌ ୮୮୭ ରହିଛି । ଆଜି ବି ଖୋର୍ଦ୍ଧାରୁ ସର୍ବାଧିକ ୩୬୧ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । କଟକରୁ ୧୫୬, ଅନୁଗୁଳରୁ ୧୫୧, ମୟୂରଭଞ୍ଜରୁ ୧୧୯, ସୁନ୍ଦରଗଡ଼ରୁ ୧୩୭ ପଜିଟିଭ…

ଆଜି ରାଜ୍ଯରେ ସର୍ବାଧିକ ୧୫ମୃତ, ଚିହ୍ନଟ ହେଲେ ୪୨୩୭ କରୋନା ପଜିଟିଭ୍

ଭୁବନେଶ୍ବର: ରାଜ୍ୟରେ ଆଉ ୪ ହଜାର ୨୩୭କରୋନା ପଜିଟିଭ୍‌ ଚିହ୍ନଟ । କ୍ୱାରେଣ୍ଟାଇନ୍‌ରୁ ୨୪୮୫ ଓ ଲୋକାଲ କେସ୍‌ ରହିଛି ୧୭୫୨ । ପୁଣି ଖୋର୍ଦ୍ଧାରୁ ସର୍ବାଧିକ ୬୪୭ ଆକ୍ରାନ୍ତ ଚିହ୍ନଟ । ଦ୍ୱିତୀୟରେ ରହିଛି କଟକ । ଦିନକରେ କଟକ ଜିଲ୍ଲାରୁ ୫୭୭ ନୂଆ କେସ୍‌ ସାମ୍ନାକୁ ଆସିଛି । ପୁରୀରେ ୨୧୯…

ରାଜ୍ଯରେ ଆଉ ୪୧୮୦ କରୋନା ପଜିଟିଭ୍ ଚିହ୍ନଟ, ପୁଣି ଗଲା ୧୩ଜଣଙ୍କ ଜୀବନ

ଭୁବନେଶ୍ବର: ଆଜି ରାଜ୍ଯରେ ୪୧୮୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ କ୍ବାରେଣ୍ଟାଇନରୁ ୨୪୬୬ ଏବଂ ଲୋକାଲ୍ କେସରୁ ୧୭୧୪ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ଯରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ଯା ୧,୭୧,୩୪୧ରେ ପହଁଚିଛି। ଏମାନଙ୍କ ୧,୩୩,୪୬୬ ସୁସ୍ଥ ହୋଇ…

ଆଜି ଭୁବନେଶ୍ୱରରୁ ୪୬ ଜଣ କରୋନା ପଜେଟିଭ ଚିହ୍ନଟ, ୨୪ ଲୋକାଲ କଣ୍ଟାକ୍ଟ କେସ୍

ଭୁବନେଶ୍ୱର: ଭୁବନେଶ୍ୱରରୁ ଆଜି ଆଉ ୪୬ ଜଣ କରୋନା ପଜିଟିଭ୍ ଚିହ୍ନଟ । ଏମାନଙ୍କ ଭିତରେ ୨୪ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଥିବା ବେଳେ ୨୨ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି । ସୂଚନା ଅନୁଯାୟୀ, ପାତ୍ରପଡା ଏମ୍‌ସ ନିକଟରୁ ଜଣେ ଲୋକାଲ କଣ୍ଟାକ୍ଟ କେସ୍ ଆସିଛି । କଟକରୋଡ ନିକଟରୁ ୩୦…