Below header

ଏୟାରପୋର୍ଟରେ ଛାତ ଭୁଶୁଡିବା ଘଟଣା, କନଷ୍ଟ୍ରକସନ କମ୍ପାନୀ ମାଲିକ ଦିଲ୍ଲୀପ ଖଟେଇଙ୍କ ସମେତ ୪ ଗିରଫ

କେନ୍ୟୁଜ୍(ବ୍ୟୁରୋ): ଏୟାରପୋର୍ଟରେ ଛାତ ଭୁଶୁଡିବା ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି । କନଷ୍ଟ୍ରକସନ କମ୍ପାନୀ ମାଲିକ ଦିଲ୍ଲୀପ ଖଟେଇଙ୍କୁ ଗିରଫ କରାଯାଇଛି । ଏହାସହ ନିର୍ମାଣ କାର୍ଯ୍ୟରେ ନିୟାଜିତ ଦୁଇ ଇଞ୍ଜିନିୟରଙ୍କୁ ମଧ୍ୟ ଗିରଫ କରାଯାଇଛି । ଇଞ୍ଜିନିୟର ଅଭିଳାଶ ସରକାର, ଆଶିଷ ସରକାର ସହ ବିମାନବନ୍ଦର ପ୍ରୋଜେକ୍ଟ ଇନଚାର୍ଜ ଗୌତ୍ତମ ରାୟଙ୍କୁ ଗିରଫ କରିଛି ପୋଲିସ । ଏୟାରପୋର୍ଟ ଅଥରିଟି ପ୍ରୋଜେକ୍ଟ ଇନଚାର୍ଜ ହେଉଛନ୍ତି ଗୌତ୍ତମ ରାୟ । ଆଜି ଦିନ ତମାମ ଖୋଳତାଡ କରିବା ପରେ ସେମାନଙ୍କୁ ଗିରଫ କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.