Below header

ଖୋର୍ଦ୍ଧା: ଚିଲିକାରେ ଥିବା ପ୍ରଭୁ ଜଗନ୍ନାଥଙ୍କ ଲୀଳାକ୍ଷେତ୍ର କଙ୍କଣଶିଖରୀରେ ୩ ଦିନ ଧରି ଚାଲିଛି ବିଶ୍ୱଶାନ୍ତି ମହାଯଜ୍ଞ

ଟାଙ୍ଗୀ(କେନ୍ୟୁଜ୍): ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ନଇର ଗାଁ ନିକଟସ୍ଥ ଚିଲିକାରେ ଥିବା ପ୍ରଭୁ ଜଗନ୍ନାଥଙ୍କ ଲୀଳାକ୍ଷେତ୍ର କଙ୍କଣଶିଖରୀରେ ୩ ଦିନ ଧରି ଚାଲିଛି ବିଶ୍ୱଶାନ୍ତି ମହାଯଜ୍ଞ । କାର୍ଯ୍ୟକ୍ରମରେ ସଂସ୍କୃତିପ୍ରେମୀ, ସାଧୁସନ୍ଥ, ହଜାର ହଜାର ଶ୍ରଦ୍ଧାଳୁ ଯୋଗଦେଇ ମହାପ୍ରଭୁଙ୍କ ଆର୍ଶୀବାଦ ଭିକ୍ଷା କରିଛନ୍ତି । ଏହି ଅବସରରେ କଳିଙ୍ଗ ଟିଭିର ସିଏମଡି ହିମାଂଶୁ ଖଟ୍ଟୁଆଙ୍କୁ ମାନପତ୍ର ଦେଇ ସମ୍ମାନୀତ କରାଯାଇଛି । ଯଜ୍ଞାନୁଷ୍ଠାନ ଆବାହକ ଡ. ସୁଶାନ୍ତ କୁମାର ସାହୁ, ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ର ନାଥ ମାନସିଂହ ଓ ନଇର ଗ୍ରାମବାସୀଙ୍କ ସହଯୋଗରେ ଯଜ୍ଞ ଚାଲିଛି । ଆସନ୍ତାକାଲି ସଂଧ୍ୟାରେ ପୂର୍ଣ୍ଣାହୁତୀ ସହ ଚିଲିକା ଆରତୀ କରାଯିବ

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.