Below header

୬ ମାଓବାଦୀ ଗିରଫ, ବିପୁଳ ପରିମାଣର ମାଓ ସାମଗ୍ରୀ ଓ ବିସ୍ପୋରକ ଜବତ

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକମା ଜିଲ୍ଲା ପୋଲିସ ଏବଂ CRPF କୋବ୍ରା ଜବାନ ୬ ଜଣ ମାଓବାଦୀଙ୍କୁ ଗିରଫ କରିଛି।

ମାଲକାନଗିରି : ୬ ମାଓବାଦୀ ଗିରଫ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକମା ଜିଲ୍ଲା ପୋଲିସ ଏବଂ CRPF କୋବ୍ରା ଜବାନ ୬ ଜଣ ମାଓବାଦୀଙ୍କୁ ଗିରଫ କରିଛି।ସେମାନଙ୍କ ଠାରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଓ ବିସ୍ପୋରକ ଜବତ। ଜବତ ସାମଗ୍ରୀ ମଧ୍ୟରେ ୧୯ଟି BGL ବମ୍ ସହ ଜେଲୋଟିନ ଜବତ କରାଯାଇଥିବା ସୁକମା SP ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.