Below header

ଖୋର୍ଦ୍ଧା : ବନ୍ଧୁକ ମୁନରେ ୬୦ ଲକ୍ଷ ଲୁଟ

ଖୋର୍ଦ୍ଧା : ବନ୍ଧୁକ ମୁନରେ ୬୦ ଲକ୍ଷ ଲୁଟ । ଖୋର୍ଦ୍ଧା ଜିଳ୍ଲା ବେଗୁନିଆ କଳାପଥର ରାସ୍ତାର ଗେଡିଆପଲ୍ଲୀ ଗାଁ ନିକଟରେ ଲୁଟ ହୋଇଛି । ଏକ ଘରୋଇ କମ୍ପାନୀର କିିଛି କର୍ମଚାରୀ କାର ଯୋଗେ ଟଙ୍କା ନେଇ ଫେରୁଥିବା ବେଳେ କିଛି ଦୁବୁର୍ତ୍ତ ବାଇକରେ ଆସି ସେମାନଙ୍କ ଠାରୁ ୬୦ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଖବର ପାଇ ଘଟଣାସ୍ଥଳରେ ଖୋର୍ଦ୍ଧା ପୋଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.