Below header

୬୭୫ ପ୍ରକାରର ସ୍ୱାଦିଷ୍ଟ ବ୍ୟଞ୍ଜନ, ପୁରୀ ଗୌରବିହାର ମଠରେ ବ୍ୟଞ୍ଜନ ଦ୍ୱାଦଶୀରେ ଲାଗି ହେଲା ଭୋଗ

ପୁରୀ: ଗୋଟିଏ କି ଦୁଇ ପ୍ରକାର ନୁହେଁ । ଭଳିକି ଭଳି ୬୭୫ ପ୍ରକାରର ସ୍ୱାଦିଷ୍ଟ ବ୍ୟଞ୍ଜନ । ପ୍ରତିବର୍ଷ ପରି ଏବର୍ଷ ପୁରୀ ବଳିଆପଣ୍ଡା ସ୍ଥିତ ଗୌରବିହାର ମଠରେ ବ୍ୟଞ୍ଜନ ଦ୍ୱାଦଶୀ ଅବସରରେ ମହାପ୍ରଭୂ ଶ୍ରୀକୃଷ୍ଣଙ୍କ ଉଦେଶ୍ୟରେ ୬୭୫ ପ୍ରକାର ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ଭୋଗ କରାଯାଇଛି । ଦ୍ୱାପର ଯୁଗରେ ମା ଯୋଶଦା ସ୍ୱେହ ଓ ଶ୍ରଦ୍ଧାର ସହ ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ କରି ଶ୍ରୀକୃଷ୍ଣଙ୍କୁ ଖୁଆଇଥିଲେ । ଏହି ପରିମ୍ପରାକୁ ବଜାୟ ରଖିବାକୁ ପ୍ରତିବର୍ଷ ଏହା ପାଳନ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.