Below header

ମୋହନା ବନ ବିଭାଗର ପେଟ୍ରୋଲିଙ୍ଗ ସମୟରେ ଟ୍ରାକ୍ଟର ସହିତ ୭୨ ଖଣ୍ଡ ପିଆଶାଳ କାଠ ଜବତ, ଡ୍ରାଇଭର ଗିରଫ

ମୋହନା: ଗଜପତି ଜିଲ୍ଲା ମୋହନା ବନ ବିଭାଗ ପେଟ୍ରୋଲିଙ୍ଗ କରିବା ସମୟରେ ରାଇସିଂ ଜଙ୍ଗଲରୁ ଏକ ଟ୍ରାକ୍ଟର ସହିତ ୭୨ ଖଣ୍ଡ ପିଆଶାଳ କାଠ ଜବତ କରିଛି । ଉକ୍ତ କାଠ କାର୍ଚ୍ଚବାଡି ଗ୍ରାମକୁ ଘର ସେଣ୍ଟ୍ରିଙ୍ଗ ପାଇଁ ବ୍ୟବହାର ନିମନ୍ତେ ଚାଲାଣ ହେଉଥିଲା । ବନ ବିଭାଗ ଟ୍ରାକ୍ଟର ଡ୍ରାଇଭର ଆବେଦ ରଇତଙ୍କୁ ଗିରଫ କରାଯାଇଛି । ଘଟଣାର ତଦନ୍ତ ଚାଲିଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.