Below header

ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୯ଆହତ

ଅଟୋ ଓଲଟି ୯ ଜଣ ଆହତ ହୋଇଛନ୍ତି l ଏଭଳି ଘଟଣା ଘଟିଛି ଗଜପତି ଜ଼ିଲ୍ଲା ମୋହନା ବ୍ଲକ ଲୁଦୁମ୍ପଙ୍କା ଠାରେ l ଏକ ସୁଧ ଭୋଜିରେ ଯୋଗ ଦେବା ପାଇଁ ଡମ୍ବଗୁଡା ପଞ୍ଚାୟତ କୁଟାମା ଗ୍ରାମରୁ ୨୦ ଜଣ ଯାତ୍ରୀ ରାମ୍ବୁନଜୁ ଗ୍ରାମକୁ ଯାଉଥିବା ବେଳେ ଲୁଦୁମ୍ପଙ୍କା ଗ୍ରାମ ନିକଟସ୍ଥ ଏକ ବୁଲାଣି ରାସ୍ତା ରେ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା l

ମୋହନା(କେନ୍ୟୁଜ୍‌) : ଅଟୋ ଓଲଟି ୯ ଜଣ ଆହତ ହୋଇଛନ୍ତି l ଏଭଳି ଘଟଣା ଘଟିଛି ଗଜପତି ଜ଼ିଲ୍ଲା ମୋହନା ବ୍ଲକ ଲୁଦୁମ୍ପଙ୍କା ଠାରେ l ଏକ ସୁଧ ଭୋଜିରେ ଯୋଗ ଦେବା ପାଇଁ ଡମ୍ବଗୁଡା ପଞ୍ଚାୟତ କୁଟାମା ଗ୍ରାମରୁ ୨୦ ଜଣ ଯାତ୍ରୀ ରାମ୍ବୁନଜୁ ଗ୍ରାମକୁ ଯାଉଥିବା ବେଳେ ଲୁଦୁମ୍ପଙ୍କା ଗ୍ରାମ ନିକଟସ୍ଥ ଏକ ବୁଲାଣି ରାସ୍ତା ରେ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା l

ଫଳରେ ଅଟୋରେ ବସିଥିବା ୨୦ ଯାତ୍ରୀ ଙ୍କ ମଧ୍ୟରୁ ୯ ଜଣ ଆହତ ହୋଇଥିଲେ l ସେମାନଙ୍କୁ ମୋହନା ସ୍ୱାସ୍ଥ୍ୟକେନ୍ଦ୍ର ରେ ଚିକିତ୍ସା କରାଯାଇଛି l ସମସ୍ତ ଆହତ ଙ୍କ ସ୍ୱାସ୍ଥ୍ୟବସ୍ତା ସ୍ଥିର ଥିବା ଡାକ୍ତର ସୂଚନା ଦେଇଛନ୍ତି lବାଲିଗୁଡା : ବସ ଚକା ଫାଟିବାରୁ ୪୦ ଯାତ୍ରୀ ଆହତ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.