ଇସ୍ରାଏଲରୁ ସୁରକ୍ଷିତ ଫେରିଲେ ୯ ଓଡ଼ିଆ
ଇସ୍ରାଏଲରୁ ସୁରକ୍ଷିତ ଫେରିଲେ ଓଡ଼ିଆ। 'ଅପରେସନ ଅଜୟ'ରେ ସ୍ବଦେଶ ଫେରିଥବା ୨୧୨ ଜଣ ଭାରତୀୟଙ୍କ ମଧ୍ୟରେ ଅଛନ୍ତି ୯ ଜଣ ଓଡ଼ିଆ ।
ଇସ୍ରାଏଲରୁ ସୁରକ୍ଷିତ ଫେରିଲେ ଓଡ଼ିଆ। ‘ଅପରେସନ ଅଜୟ’ରେ ସ୍ବଦେଶ ଫେରିଥବା ୨୧୨ ଜଣ ଭାରତୀୟଙ୍କ ମଧ୍ୟରେ ଅଛନ୍ତି ୯ ଜଣ ଓଡ଼ିଆ । ଭାରତୀୟଙ୍କୁ ନେଇ ସ୍ବତନ୍ତ୍ର ବିମାନ ନୂଆଦିଲ୍ଲୀରେ ପହଞ୍ଚିବା ପରେ ଯୁଦ୍ଧର ଭୟଙ୍କର ଦୃଶ୍ୟକୁ ବର୍ଣ୍ଣନା କରିଛନ୍ତି । ଯୁଦ୍ଧ ଭିତରେ କେମିତି ଓ କେଉଁଠି ରହୁଥିଲେ ସେ କଥା ବଖାଣିଛନ୍ତି। ଇସ୍ରାଏଲରେ ପ୍ରାୟ ୧୮ ହଜାର ଭାରତୀୟ ରହୁଛନ୍ତି।