Below header

ବିଶ୍ବର ସର୍ବୋଚ୍ଚ ଉଚ୍ଚ ସିଆଚେନ ଗ୍ଲାସିଅରରେ ସ୍ଥାପନ ହେଲା ପ୍ରଥମ ମୋବାଇଲ ଟାୱାର

ବିଶ୍ବର ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ର ସିଆଚେନ ଗ୍ଲାସିଅରରେ ସ୍ଥାପନ ହେଲା ପ୍ରଥମ ମୋବାଇଲ ଟାୱାର । ବିଏସଏନଏଲ ସହଯୋଗିତାରେ ଭାରତୀୟ ସେନା ପ୍ରଥମ ଥର ଏହି ମୋବାଇଲ ଟାୱାର ସ୍ଥାପନ କରିଛି । ୧୫ହଜାର ୫ଶହ ଫୁଟରୁ ଅଧିକ ଉଚ୍ଚରେ ନିୟୋଜିତ ଥିବା ଭାରତୀୟ ଯବାନଙ୍କୁ ଏହା ମୋବାଇଲ ଫୋନ ସେବା ଯୋଗାଇବ ।

ଏହାଦ୍ବାରା ସିଆଚେନରେ ଥିବା ଯବାନମାନେ ସେମାନଙ୍କ ପରିବାର ଓ ସଂପର୍କୀୟଙ୍କ ସହ ମୋବାଇଲ ଫୋନରେ ଯୋଗାଯୋଗ କରିପାରିବେ । ସିଆଚେନରେ ସ୍ଥାପିତ ମୋବାଇଲ ଟାୱାରର କିଛି ଫଟୋ ଫାୟାର ଆଣ୍ଡ ଫ୍ୟୁରୀ କର୍ପସ ପକ୍ଷରୁ ଜାରି କରାଯାଇଛି ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.