Browsing Tag

mobile tower

ଚାକିରିରେ ପୁନଃ ନିଯୁକ୍ତି ଦାବିରେ ଯୁବକଙ୍କ ଉନ୍ମତ୍ତକାଣ୍ଡ, ମୋବାଇଲ୍ ଟାୱାର ଉପରେ ଚଢ଼ି ଜୀବନ ହାରିବାକୁ ଧମକ

ଢେଙ୍କାନାଳ: ନ୍ୟାୟ ଦାବିରେ ଟାୱାରରେ ଚଢି ଯୁବକଙ୍କ ଜୀବନ ହାରିବାକୁ ଉଦ୍ୟମ । ଯୁବକ ଜଣଙ୍କ ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ସୋଗର ଗାଁର ରୁଦ୍ରନାରାୟଣ ଦାସ । ଢେଙ୍କାନାଳ ଟାଉନ ଥାନା ଆଗରେ ଥିବା ଟାୱାର ଉପରେ ଚଢ଼ି ହାଇଡ୍ରାମା କରିଛନ୍ତି ଯୁବକ। ଚାକିରି ଓ ଅସୁସ୍ଥ ବାପାଙ୍କ ଚିକିତ୍ସା…

ବିବାହ ପାଇଁ ମନା କଲା ପ୍ରେମିକା, ଜୀବନ ହାରିବାକୁ ଟାୱାର ଉପରେ ଚଢିଗଲେ ଯୁବକ

କାଲିମେଳା : ଲଭ୍ କେଲିଏ କୁଛି ଭି କରେଗା । ବିବାହ ପାଇଁ ମନା କଲା ପ୍ରେମିକା । ମୋବାଇଲ ଟାୱାର ଉପରେ ଚଢିଗଲେ ଯୁବକ ।  ଟାୱାର ଉପରେ ଚଢ଼ି ଜୀବନ ଉଦ୍ୟମ କରିଥିଲେ ଆଡ଼ମା ମାଡ଼କାମୀ । ମାଲକାନଗିରି ପଡ଼ିଆ ଥାନା ସିଙ୍ଗରାଜକୋଣ୍ଡା ଗାଁରେ ଘଟିଛି ଏହି ଅଦଭୁତ ଘଟଣା । ଯୁବକ ଜଣଙ୍କ ପ୍ରେମିକା…

ଘରୋଇ କଳହ, ପାଞ୍ଚ ଘଣ୍ଟା ପର୍ଯ୍ୟନ୍ତ ମୋବାଇଲ ଟାୱାର ଉପରେ ବସି ରହିଲେ ଯୁବକ

ଗଞ୍ଜାମ: ପୁଅ ଡାକିଲା, ମୋବାଇଲ ଟାୱାର ଉପରୁ ଓହ୍ଲାଇ ଆସିଲେ ବାପା । ଚରମ ନିଷ୍ପତ୍ତିରୁ ଓହରିଲେ । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ତଣ୍ଡିପୁର ଗାଁରେ ଘଟିଛି ଏହି ଘଟଣା । ଘରୋଇ କଳହରୁ ତଣ୍ଡିପୁରର ମଙ୍ଗଳା ନାଇକ ଗତକାଲି ରାତିରେ ଗାଁରେ ଥିବା ମୋବାଇଲ ଟାୱାର ଉପରକୁ ଚଢି ଯାଇଥିଲେ । ଡର…

କଲ୍ କରିବା ପାଇଁ ପାହାଡ଼ ଉପରକୁ ଯାତ୍ରା; ମରମା ପଞ୍ଚାୟତର ୨୨ ଗାଁରେ ନାହିଁ ନେଟୱର୍କ

ଗୁଣୁପୁର: ନେଟୱର୍କ ପାଇଁ କିଏ ପାହାଡ଼ ଉପରକୁ ଯାଉଛି, ତ କିଏ ଗଛ ଉପରେ ଚଢ଼ୁଛି, ଆଉ କିଏ ୨ କିଲୋମିଟର ଦୂର ଚାଲି ଚାଲି ଯାଉଛି । ଏତେ କଷ୍ଟ ପରେ ମଧ୍ୟ ଓଡ଼ିଶାର ନେଟୱର୍କ ନୁହେଁ, ଆନ୍ଧ୍ରପ୍ରଦେଶର ଦୁର୍ବଳ ନେଟୱର୍କ ଉପରେ ନିର୍ଭର କରୁଛନ୍ତି ଲୋକେ । ଡିଜିଟାଲ ଭାରତର କଥା କୁହାଯାଉଛି, ହେଲେ…

ମୋବାଇଲ ଟାୱାର ଉଡ଼ାଇଲେ ମାଓବାଦୀ, ସରଣ୍ଡା ଜଙ୍ଗଲ ଆଇଇଡି ବିସ୍ଫୋରଣରେ ଜଣେ ସିଆରପିଏଫ୍ ଯବାନ ସହିଦ

ରାଉରକେଲା : ମୋବାଇଲ ଟାୱାର ଉଡ଼ାଇଲେ ମାଓବାଦୀ ।  ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଜରେଇକେଲା ଥାନା କୋଲଭଙ୍ଗା ଅଞ୍ଚଳରେ ଆଜି ମାଓବାଦୀମାନେ ଏକ ମୋବାଇଲ ଟାୱାର ବିସ୍ଫୋରଣ କରି ଉଡ଼ାଇ ଦେଇଛନ୍ତି ।  ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବାହିନୀ ପକ୍ଷରୁ ଜୋରଦାର ସର୍ଚ୍ଚ ଅପରେସନ…

ମୋବାଇଲ ଟାୱାରକୁ ଚଢି ଆତ୍ମହତ୍ୟା ଉଦ୍ୟମ, ନିଶାସକ୍ତ ଯୁବକଙ୍କ ଉନ୍ମକ୍ତ କାଣ୍ଡ

ଟିଟିଲାଗଡ : ନିଶାସକ୍ତ ଯୁବକଙ୍କ ଉନ୍ମକ୍ତ କାଣ୍ଡ । ମୋବାଇଲ ଟାୱାର ଖୁଣ୍ଟକୁ ଚଢ଼ି ଆତ୍ମହତ୍ୟା ଉଦ୍ୟମ । ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା କଂଶର ଗାଁରେ ଦେଖିବାକୁ ମିଳିଥିଲା ଏପରି ହାଇଡ୍ରାମା । ଗାଁର କୁଞ୍ଜବିହାରୀ ରଣା ଆଜି ପ୍ରାୟ ଦିନ ୧୧ ଟା ବେଳକୁ ନିକଟରେ ଥିବା ଏକ ମୋବାଇଲ ଟାୱାରେ…

ଜଳିଗଲା ୨ଟି ମୋବାଇଲ୍ ଟାଓ୍ବାର, ମୋବାଇଲ୍ ଓ ଇଣ୍ଟରନେଟ ସେବା ବାଧାପ୍ରାପ୍ତ 

ଆନନ୍ଦପୁର: ଅଗ୍ନିକାଣ୍ଡ ଘଟି  ଜଳିଗଲା ୨ଟି ମୋବାଇଲ୍ ଟାଓ୍ବାର  । ସ୍ଥାନୀୟ ଅଞ୍ଚଳରେ ମୋବାଇଲ୍ ଓ ଇଣ୍ଟରନେଟ ସେବା ବାଧାପ୍ରାପ୍ତ। ରାମଚନ୍ଦ୍ରପୁର ଥାନା ମଙ୍ଗଳଗଡିଆ ଗାଁ ନିକଟରେ ପାଖାପାଖି ଥିବା ୨ଟି ମୋବାଇଲ୍ ଟାଓ୍ବାରରେ ନିଆଁଲାଗି ସମ୍ପୁନ ଜଳିଯାଇଛି । ନିଆଁ ଲାଗିଥିବା ଦେଖି ସ୍ଥାନୀୟ…

ଉତ୍ତରପ୍ରଦେଶର ଏକ ଗାଁରୁ ୫୦ ମିଟର ଲମ୍ବର ମୋବାଇଲ୍‌ ଟାଓ୍ଵାର ନେଇ ଗଲେ ଚୋର

ବିହାରରେ ୬୦ ଫୁଟ୍‌ ଲମ୍ବର ଲୁହା ବ୍ରିଜ ଚୋରି ହେବାର ଗୋଟିଏ ବର୍ଷ ପରେ ଉତ୍ତରପ୍ରଦେଶର କୌଷିମ୍ବି ଜିଲ୍ଲାର ଉଜ୍ଜୟିନୀ ଗ୍ରାମରେ ୫୦ ଟନରୁ ଅଧିକ ଓଜନ ବିଶିଷ୍ଟ ୫୦ ମିଟର ଉଚ୍ଚ ମୋବାଇଲ ଟାଓ୍ଵାର ଚୋରି ହୋଇଛି । ସୂଚନା ମୁତାବକ, ବୁଧବାର ଅର୍ଥାତ ନଭେମ୍ବର ୨୯ରେ ଟେକ୍ନିସିଆନ ରାଜେଶ କୁମାର…

ମୋବାଇଲ ଟାୱାରରେ ଚଢ଼ି ଯୁବକଙ୍କ ଉନ୍ମତ୍ତ କାଣ୍ଡ, ଉଦ୍ଧାର କଲେ ପୋଲିସ ଓ ଦମକଳ ବାହିନୀ

ଉମରକୋଟ : ମୋବାଇଲ ଟାୱାର ଉପରେ ଚଢ଼ି ଯୁବକଙ୍କ ଉନ୍ନତ କାଣ୍ଡ । ଦୀର୍ଘ ସମୟ ଧରି ଟାୱାର ଉପରେ ଚଢ଼ି ରହିଥିଲେ ଯୁବକ । ଏପରି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ମୁଖ୍ୟ ରାସ୍ତା କଡ଼ରେ । ଉଦ୍ଧାର ପାଇଁ ପୋଲିସ ଓ ଦମକଳ ବାହିନୀ ପହଞ୍ଚିଥିଲେ । ବହୁ ସମୟ ଧରି ଯୁବକଙ୍କୁ…

ବିଶ୍ବର ସର୍ବୋଚ୍ଚ ଉଚ୍ଚ ସିଆଚେନ ଗ୍ଲାସିଅରରେ ସ୍ଥାପନ ହେଲା ପ୍ରଥମ ମୋବାଇଲ ଟାୱାର

ବିଶ୍ବର ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ର ସିଆଚେନ ଗ୍ଲାସିଅରରେ ସ୍ଥାପନ ହେଲା ପ୍ରଥମ ମୋବାଇଲ ଟାୱାର । ବିଏସଏନଏଲ ସହଯୋଗିତାରେ ଭାରତୀୟ ସେନା ପ୍ରଥମ ଥର ଏହି ମୋବାଇଲ ଟାୱାର ସ୍ଥାପନ କରିଛି । ୧୫ହଜାର ୫ଶହ ଫୁଟରୁ ଅଧିକ ଉଚ୍ଚରେ ନିୟୋଜିତ ଥିବା ଭାରତୀୟ ଯବାନଙ୍କୁ ଏହା ମୋବାଇଲ ଫୋନ ସେବା ଯୋଗାଇବ ।…

ମୋବାଇଲ୍ ଟାଓ୍ୱାର ଅଚଳ, କମ୍ପାନୀର ଖୋଜ ଖବର ନାହିଁ: ଏବେ ଚିନ୍ତାରେ ଜମି ମାଲିକ

ବାସୁଦେବପୁର(କେନ୍ୟୁଜ୍‌): ମୋବାଇଲ ନେଟଓ୍ୱର୍କ ବନ୍ଦ। କଂପାନୀର ଖୋଜ ଖବର ନାହିଁ। ବର୍ଷ ବର୍ଷ ହେଲା ସେମିତି ଏୟାରସେଲ ଟାଓ୍ୱାର ଛିଡା ହୋଇ ରହିଛି। ଟାଓ୍ୱାର ବସାଇବାକୁ ଜମି ଦେଇଥିବା ମାଲିକକୁ ଟଙ୍କାଟେ ବି ମିଳୁନାହିଁ। ଦୀର୍ଘ ୬ବର୍ଷ ହେବ ମୋବାଲ କଂପାନୀକୁ ଚାହିଁ ରହିଛନ୍ତି ଜମି ମାଲିକ।…

କନ୍ଧମାଳ: କର୍ଣ୍ଣପାତ କଲା ନାହିଁ ପ୍ରଶାସନ, ଶେଷରେ ପୁରୁଣା ନଳକୂପ ପାଇପରେ ଗ୍ରାମବାସୀ କଲେ ମିନି ମୋବାଇଲ ଟାଓ୍ଵାର

ଫୁଲବାଣୀ: ବାରମ୍ବାର ଅଭିଯୋଗ ପରେ ବି ପ୍ରଶାସନ କିଛି ଶୁଣିଲାନି । ଶେଷରେ ନୁଳକୂପରୁ ବାହାରୁଥିବା ପୂରୁଣା ପାଇପରେ ମିନି ମୋବାଇଲ ଟାଓ୍ଵାର ତିଆରି କରିବାକୁ ଉଦ୍ୟମ କଲେ ସ୍ଥାନୀୟ ଯୁବକ । ଆଉ ଏଥିରେ ସହଯୋଗର ହାତ ବଢାଇଲେ ସ୍ଥାନୀୟ ବିଡିଓ । ମିନି ଟାଓ୍ଵାର ନିର୍ମାଣ ପରେ ବିଏସଏନଏଲ…