Below header

ଯାଜପୁର: ଭିଜିଲାନ୍ସ ଜାଲରେ ଯନ୍ତ୍ରୀ, ବିଲ୍ କରିବା ପାଇଁ ନେଉଥିଲେ ୩୮୦୦୦ ଟଙ୍କା ଲାଞ୍ଚ

ଯାଜପୁର ରୋଡ(କେ ନ୍ୟୁଜ): ଭିଜିଲାନ୍ସ ଜାଲରେ ବ୍ୟାସନଗର ମୁନିସିପାଲିଟିର ମୁଖ୍ୟ ଯନ୍ତ୍ରୀ ପ୍ରହଲ୍ଲାଦ ମହାପାତ୍ର। ବିଲ କରିଦେବାକୁ ଜଣେ ଠିକାଦାରଙ୍କ ଠାରୁ ୩୮୦୦୦ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ମୁଖ୍ୟ ଯନ୍ତ୍ରୀ । ଅଭିଯୋଗକାରୀ ଠିକାଦାର ହେଲେ କୋପଣ୍ଡ ଅଞ୍ଚଳର ସନ୍ତୋଷ କୁମାର ରାଉତ। ଭିଜିଲାନ୍ସ ଟିମ୍  ମୁନିସପାଲଟି କାର୍ଯ୍ୟାଳୟରେ ଚଢାଉ କରି ପ୍ରହଲ୍ଲାଦକୁ ସାଙ୍ଗରେ ନେଇ ଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.