ଇଂଜିନିୟରିଂ କରିଥିଲେ ସରକାରୀ ଚାକିରି ପାଇଁ କରନ୍ତୁ ଆବେଦନ, ମିଳିବ ଦେଢ ଲକ୍ଷରୁ ଅଧିକ ଦରମା
ସରକାରୀ ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ଖୁସି ଖବର । ହରିୟାଣା ପବ୍ଲିକ ସର୍ଭିସ କମିଶନରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଏଥିପାଇଁ ଆଇଟିଅଇ ପ୍ରିନ୍ସିପାଲ ଏବଂ ଗ୍ରୁପ ଏ ଓ ବି ପଦବୀରେ ଯୋଗ୍ୟ ପ୍ରାର୍ଥୀ ଆବେଦନ କରିପାରିବେ । ଇଚ୍ଛୁକ ପ୍ରାର୍ଥୀ ଆସନ୍ତାକାଲିରୁ ଆବେଦନ…