ଡମଣା ଛକରେ ଯାତ୍ରୀବାହୀ ଅଟୋକୁ ପିଟିଲା କାର୍‌ , ୨ ଆହତ

ଭୁବନେଶ୍ୱର ଡମଣା ଛକରେ ମର୍ମନ୍ତୁଦ ଦୁର୍ଘଟଣା । ଯାତ୍ରୀବାହୀ ଅଟୋକୁ ପିଟିଲା କାର୍‌ । ଯାହା ଫଳରେ ଡିଭାଇଡ଼ର ଉପରେ ଚଢିଗଲା ଅଟୋ। ଏଥିରେ ୨ଜଣ ଆହତ ହୋଇଛନ୍ତି ।

ଭୁବନେଶ୍ୱର (କେନ୍ୟୁଜ): ଭୁବନେଶ୍ୱର ଡମଣା ଛକରେ ମର୍ମନ୍ତୁଦ ଦୁର୍ଘଟଣା । ଯାତ୍ରୀବାହୀ ଅଟୋକୁ ପିଟିଲା କାର୍‌ । ଯାହା ଫଳରେ ଡିଭାଇଡ଼ର ଉପରେ ଚଢିଗଲା ଅଟୋ। ଏଥିରେ ୨ଜଣ ଆହତ ହୋଇଛନ୍ତି ।

ଦୁର୍ଘଟଣା ପରେ ତୁରନ୍ତ ପିସିଆର୍‌ଙ୍କୁ ଖବର ଦିଆଯାଇଥିଲା । ସ୍ଥାନୀୟ ଲୋକେ ପିସିଆର୍‌ ପହଞ୍ଚି ଗୁରୁତର ଲୋକଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରୁ ଅଟୋ ଏବଂ କାର କୁ ଜବତ କରିଛି ଚନ୍ଦ୍ରଶେଖର ପୁର ଥାନା ପୋଲିସ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.