ପରୀକ୍ଷା ଦେବାକୁ ଯାଇ ନଦୀରେ ବୁଡି ଛାତ୍ରର ମୃତ୍ୟୁ , ଗାଁରେ ଶୋକାକୁଳ ପରିବେଶ

ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା କୁଚେଇବୁଢୀ ଗ୍ରାମର ଛାତ୍ର ତାରିଣୀ ପ୍ରସାଦ ଗିରିଙ୍କ ନଦୀରେ ବୁଡି ମୃତ୍ୟୁ । ପରୀକ୍ଷା ଦେବା ପାଇଁ କଟକ ଯାଇଥିବା ବେଳେ ସାଙ୍ଗ ସାଥୀଙ୍କ ସହ ବିରୂପା ନଦୀରେ ଗାଧୋଇବା ବେଳେ ବୁଡ଼ିଯାଇଥିଲେ ତାରିଣୀ।

ରାଇରଙ୍ଗପୁର (କେନ୍ୟୁଜ): ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା କୁଚେଇବୁଢୀ ଗ୍ରାମର ଛାତ୍ର ତାରିଣୀ ପ୍ରସାଦ ଗିରିଙ୍କ ନଦୀରେ ବୁଡି ମୃତ୍ୟୁ । ପରୀକ୍ଷା ଦେବା ପାଇଁ କଟକ ଯାଇଥିବା ବେଳେ ସାଙ୍ଗ ସାଥୀଙ୍କ ସହ ବିରୂପା ନଦୀରେ ଗାଧୋଇବା ବେଳେ ବୁଡ଼ିଯାଇଥିଲେ ତାରିଣୀ। ଉଦ୍ଧାର କରି କଟକ ବଡ ମେଡିକାଲକୁ ନିଆଯାଇଥିଲା ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ମରଶରୀର ପୈତୃକ ଗାଁ ରାଇରଙ୍ଗପୁରକୁ ପହଞ୍ଚିବା ପରେ ଗାଁ ରେ ଶୋକାକୁଳ ପରିବେଶ ଦେଖାଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.