ପୁରୀ-ବଡବିଲ ଏକ୍ସପ୍ରେସରୁ ପଡି ଯୁବତୀ ମୃତ, ଏକ୍ସାମ ସାରି ଫେରୁଥିଲେ
ଘଟଗାଁ : ଟ୍ରେନରୁ ଖସି ପଡି ଛାତ୍ରୀଙ୍କ ମୃତ୍ୟୁ । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଟାଙ୍ଗିରିଆପାଳ ଷ୍ଟେସନ ଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ଆଜି ସକାଳ ସମୟରେ ଘଟିଛି ଏହି ଦୁର୍ଘଟଣା । ସକାଳ ପ୍ରାୟ ୧୧ଘଟିକା ସମୟରେ,ପୁରୀ-ବଡବିଲ ଏକ୍ସପ୍ରେସରେ କେନ୍ଦୁଝର ତୁରୁମୁଙ୍ଗା ଥାନା ଦଳଙ୍ଗ…