Below header

ଖୋର୍ଦ୍ଧା: ସୋସିଆଲ୍‌ ମିଡିଆରେ ଟିକଟକ୍‌ ଭିଡିଓ ପୋଷ୍ଟ କରି ଆତ୍ମହତ୍ୟା କଲେ ଯୁବକ, ନିଜ ମୃତ୍ୟୁ ପାଇଁ କିଛି ସ୍ଥାନୀୟ ରାଜନେତାଙ୍କୁ କଲେ ଦାୟୀ

ବେଗୁନିଆ: ଟିକଟକ୍‌ ଭିଡିଓ କରି ସୁଇସାଇଡ୍‌ । ସୋସିଆଲ୍‌ ମିଡିଆରେ ପୋଷ୍ଟ କରି ଆତ୍ମହତ୍ୟା କଲେ ଯୁବକ । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅଞ୍ଚଳରେ ଘଟିଛି ଏହି ଘଟଣା । ମୃତ ଯୁବକଙ୍କ ନାଁ ଭଗବାନ ସାହୁ ଓ ଘର ତଳସାହିରେ । ଆଜି ଦିନ ବେଳା ସେ ଏକ ଟିକଟକ୍‌ ଭିଡିଓ କରିଥିଲେ । ତାପରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଭଗବାନ । ଗୁରୁତର ଅବସ୍ଥାରେ ତାଙ୍କୁ ନିଆଯାଇଥିଲା ବେଗୁନିଆ ଡାକ୍ତରଖାନା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କର ଟିକଟକ୍‌ ଭିଡିଓ ଭାଇରାଲ୍‌ ହୋଇଛି । ଯେଉଁଥିରେ ନିଜ ମୃତ୍ୟୁ ପାଇଁ କିଛି ସ୍ଥାନୀୟ ରାଜନେତାଙ୍କୁ ଦାୟୀ କରିଛନ୍ତି ଭଗବାନ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.