Below header

ଶ୍ରାବଣ ସୋମବାରରେ ଅଘଟଣ

ଆସିକା : ଗତକାଲି ଦୁର୍ଘଟଣାରେ ଦୁଇ କାଉଡ଼ିଆଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଆସିକାରେ ଘଟିଛି ଏକ ଅଭାବନୀୟ ଘଟଣା। ଢଉଗାଁ ଛକରେ ଭାରସାମ୍ୟ ହରାଇ ଓଲଟି ପଡିଲା ଟାଟା ମ୍ୟାଜିକ୍ । ଦୁର୍ଘଟଣାରେ ଜଣେ ମୃତ, ୧୦ କାଉଡିଆ ଆହତ। ସେମାନଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ଆସିକା ମେଡିକାଲରେ ଭର୍ତ୍ତି କରାଯାଇଛି। ମହାଦେବଙ୍କୁ ଜଳଲାଗି ପାଇଁ ଧରାକୋଟରୁ ଆସିକା ଆସୁଥିବାବେଳେ ଦୁର୍ଘଟଣା ଘଟିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.