Below header

ଝିଅ ଘରକୁ ନେଇଯାଉଥିଲେ ଅଷ୍ଟମୀ ଭାର, ଦୁର୍ଘଟଣାରେ ଚାଲିଗଲା ଜୀବନ

ଜଳେଶ୍ୱର(କେନ୍ୟୁଜ): ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଶିଖରପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଝିଅ ଘରକୁ ନେଇଯାଉଥିଲେ ଅଷ୍ଟମୀ ଭାର, ବାଇକରେ ଯାଉଥିବା ବେଳେ ଖାଲରେ ପଡି ସ୍ୱାମୀ ମୃତ, ସ୍ତ୍ରୀ ଓ ପୁଅ ଗୁରୁତର । ମାଆ ଓ ପୁଅଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ହସପିଟାଲରେ ଭର୍ତ୍ତି କରାଯାଇଛି । ତେବେ ମୃତକଙ୍କ ନାମ ହେଉଛି ସୁନୀଲ ମଣ୍ଡଳ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.