ପିପିଲି ନିକଟ ପିଢ଼ପାଟଣା ଛକରେ ଟ୍ରକ୍ ପଛରେ ପିଟି ହେଲା ବାଇକ୍ , ବାପାପୁଅ ମୃତ

ପିପିଲି(କେନ୍ୟୁଜ୍ ): ପୁରୀ ଜିଲ୍ଲା ପିପିଲି ନିକଟ ପିଢ଼ପାଟଣା ଛକରେ ଗତକାଲି ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ।    ଟ୍ରକ୍ ପଛରେ ବାଇକ୍ ପିଟି ହେବାରୁ ଘଟଣାସ୍ଥଳରେ ବାପା ଓ ପୁଅଙ୍କର ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ଜଣେ ମଧ୍ଯ ଆହତ ହୋଇଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକ ହେଲେ ପାଟଣା ଗାଁର ପବନା ବେହେରା(୫୫) ଓ ପୁଅ ଧଡ଼ିଆ ବେହେରା( ୩୫) ବର୍ଷ। ଆହତ ଜଣଙ୍କ ଧଡ଼ିଆଙ୍କ ଶଳା ବୋଲି ଜଣାପଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.