Below header

ଓଏଏସ ପରୀକ୍ଷା ପାଇଁ ପ୍ରକାଶ ପାଇଲା ବିଜ୍ଞାପନ, ଜାନୁଆରୀ ୧୭ରୁ ଫେବ୍ରୁଆରୀ ୧୬ ଯାଏ କରିପାରିବେ ଆବେଦନ

(କେନ୍ୟୁଜ): ଓଏଏସ ପରୀକ୍ଷା ପାଇଁ ପ୍ରକାଶ ପାଇଲା ବିଜ୍ଞାପନ । ୬୮୩ ସିଭିଲ ସର୍ଭିସ ପରୀକ୍ଷା ପାଇଁ ବିଜ୍ଞାପନ ବାହାରିଛି । ଜାନୁଆରୀ ୧୭ରୁ ଫେବ୍ରୁଆରୀ ୧୬ ଯାଏ କରିପାରିବେ ଆବେଦନ । ୬୮୩ଟି ପଦବୀ ମଧ୍ୟରେ ୨୨୭ଟି ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ଏନେଇ ଓଡ଼ିଶା ଲୋକସେବା ଆୟୋଗଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞାପନ ପ୍ରକାଶିତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.