Browsing Tag

oas exam

ଓଏଏସ ପରୀକ୍ଷା ପାଇଁ ପ୍ରକାଶ ପାଇଲା ବିଜ୍ଞାପନ, ଜାନୁଆରୀ ୧୭ରୁ ଫେବ୍ରୁଆରୀ ୧୬ ଯାଏ କରିପାରିବେ ଆବେଦନ

(କେନ୍ୟୁଜ): ଓଏଏସ ପରୀକ୍ଷା ପାଇଁ ପ୍ରକାଶ ପାଇଲା ବିଜ୍ଞାପନ । ୬୮୩ ସିଭିଲ ସର୍ଭିସ ପରୀକ୍ଷା ପାଇଁ ବିଜ୍ଞାପନ ବାହାରିଛି । ଜାନୁଆରୀ ୧୭ରୁ ଫେବ୍ରୁଆରୀ ୧୬ ଯାଏ କରିପାରିବେ ଆବେଦନ । ୬୮୩ଟି ପଦବୀ ମଧ୍ୟରେ ୨୨୭ଟି ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ଏନେଇ ଓଡ଼ିଶା ଲୋକସେବା ଆୟୋଗଙ୍କ…

ଓଡ଼ିଆରେ ହେବ ଓଡ଼ିଶା ସିଭିଲ୍‌ ସର୍ଭିସ ପରୀକ୍ଷା: ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ବର(କେନ୍ୟୁଜ୍): ଏଣିକି ଓଡ଼ିଆରେ ହେବ ଓଡ଼ିଶା ସିଭିଲ୍‌ ସର୍ଭିସ ପରୀକ୍ଷା । ଲିଖିତ ଓ ମୌଖିକ ପରୀକ୍ଷା ଉଭୟ ଓଡ଼ିଆ ଓ ଇଂରାଜୀ ମାଧ୍ୟମରେ କରାଯିବ । ଲାଙ୍ଗୁଏଜ ବିଷୟ ବ୍ୟତୀତ ଅନ୍ୟ ପରୀକ୍ଷା ଉଭୟ ଓଡ଼ିଆ ଓ ଇଂରାଜୀରେ ହେବ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି…

ମନ୍ଦିରର ପୂଜକଙ୍କ ପୁଅ OASରେ ସଫଳ,ଘରେ ଖୁସିର ମାହୋଲ

ଜଳେଶ୍ବର(କେନ୍ୟୁଜ୍): ବାପା ମନ୍ଦିରର ପୂଜକ, ପୁଅ ହେଲେ ଓଏଏସ । ଓଡ଼ିଶା ସିଭିଲ ସର୍ଭିସେସ ପରୀକ୍ଷାରେ ସଫଳ ହୋଇଛନ୍ତି ବାଲିଆପାଳର ପୁଅ ପ୍ରତୀକ କୁମାର ପଣ୍ଡା । ପ୍ରତୀକଙ୍କ ବାପା କମଳଲୋଚନ ପଣ୍ଡା ବାଲିଆପାଳ ଗାଁରେ ଥିବା ଆଖଣ୍ଡଳମଣି ମନ୍ଦିରର ପୂଜକ । ମାଆ ଗୀତାଞ୍ଜଳି ପଣ୍ଡା ଜଣେ ଗୃହିଣୀ ।…

ପ୍ରକାଶ ପାଇଛି ଓଡିଶା ସିଭିଲ ସର୍ଭିସ ରେଜଲ୍ଟ: କରଞ୍ଜିଆ ଉପଖଣ୍ଡରୁ ବାଜି ମାରିଛନ୍ତି ୩ଜଣ

କରଞ୍ଜିଆ (କେନ୍ୟୁଜ): ପ୍ରକାଶ ପାଇଛି ଓଡିଶା ସିଭିଲ ସର୍ଭିସ ରେଜଲ୍ଟ । ଏଥିରେ କରଞ୍ଜିଆ ଉପଖଣ୍ଡରୁ ତିନିଜଣ କୃତିତ୍ୱ ଲାଭ କରିଛନ୍ତି । ଯଶିପୁର ବଜାର ନିକଟ ଭଣ୍ଡାରୀପୋଷୀ କଲୋନୀର ପଙ୍କଜ କୁମାର ମହାନ୍ତ ଓସିଏସ୍‌ ପରୀକ୍ଷାରେ ୧୧ତମ ସ୍ଥାନ ହାସଲ କରିଛନ୍ତି । ପଙ୍କଜଙ୍କ ଏହି ସଫଳତାର ଶ୍ରେୟ…

ଦୃଷ୍ଟିବାଧିତ ହୋଇ ମଧ୍ୟ ସମାଜ ପାଇଁ ସାଜିଲେ ଉଦାହାରଣ:OASରେ କୃତକାର୍ଯ୍ୟ ହେଲେ ଦୁଇ ଦୃଷ୍ଟିହୀନ

କେନ୍ୟୁଜ୍(ବ୍ୟୁରୋ):  OASରେ କୃତକାର୍ଯ୍ୟ ହୋଇଛନ୍ତି ଦୁଇ ଦୃଷ୍ଟିହୀନ । ପ୍ରସନ୍ନ ପଣ୍ଡା ଓ ପ୍ରାଚୁର୍ଯ୍ୟ ପ୍ରଧାନ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ସେମାନେ ଶତପ୍ରତିଶତ ଦୃଷ୍ଟିହୀନ । ପ୍ରସନ୍ନ ପଣ୍ଡା ୨୬୬ ସ୍ଥାନରେ କୃତକାର୍ଯ୍ୟ ହୋଇଛନ୍ତି । ସେହିଭଳି ୨୯୨…

୨୨୫୦ ମାର୍କର ପରୀକ୍ଷା ବଦଳରେ ୨୦୦୦ ମାର୍କର ପରୀକ୍ଷା ଦେବେ ଓଡ଼ିଶା ସିଭିଲ ସର୍ଭିସ ଆଶୟୀ ଛାତ୍ରଛାତ୍ରୀ

ଭୁବନେଶ୍ବର(କେନ୍ୟୁଜ୍):ଓଡ଼ିଶା ଛାତ୍ରଛାତ୍ରୀ ସିଭିଲ ସର୍ଭିସେସ ପରୀକ୍ଷାରେ କିଭଳି ଭଲ ପ୍ରଦର୍ଶନ କରିବେ, ଏହାକୁ ନେଇ ରାଜ୍ୟ କ୍ୟାବିନେଟରେ ବଡ଼ ନିଷ୍ପତ୍ତି। ସର୍ବଭାରତୀୟ ସ୍ତରର ସିଭିଲ ସର୍ଭିସ ଭଳି ରାଜ୍ୟର ସିଭିଲ ସର୍ଭିସ ପରୀକ୍ଷାରେ ଛାତ୍ରଛାତ୍ରୀ ଗୋଟିଏ ଇଚ୍ଛାଧିନ ବିଷୟରେ ପରୀକ୍ଷା…

ଧର୍ମଶାଳାରୁ ୨ଜଣ ଓଏଏସ୍‌ ପରୀକ୍ଷାରେ ସଫଳ: ଅଶ୍ୱିନୀ ଟପ୍ପର , ୭୮ତମ ସ୍ଥାନରେ କଳ୍ପିତା

ଯାଜପୁର(କେନ୍ଯୁଜ୍): ନିକଟରେ ପ୍ରକାଶ ପାଇଛି ଓଡିଶା ପ୍ରଶାସନିକ ସେବା -୨୦୧୯ ପରୀକ୍ଷାର ଫଳ । ଏଥିରେ ଯାଜପୁର ଜିଲ୍ଲାକୁ ମିଳିଛି ଏକାଧିକ ସଫଳତା । ଜିଲ୍ଲାର ଧର୍ମଶାଳା ବ୍ଲକ କ୍ଷେତ୍ରପାଳ ଗ୍ରାମର ଅଶ୍ୱିନୀ କୁମାର ପଣ୍ଡା ଟପର ହୋଇଥିବା ବେଳେ ଜାରକା ନିବାସୀ କଳ୍ପିତା ଜେନା ୭୮ତମ ସ୍ଥାନ…

ଦୃଢ ଇଚ୍ଛାଶକ୍ତି ଆଗରେ ହାର ମାନିଛି ଦାରିଦ୍ର୍ୟ, ବିନା କୋଚିଂରେ ଓଏଏସ୍‌ ପରୀକ୍ଷାରେ ସଫଳତା ହାସଲ କଲେ ଆନନ୍ଦ

ଦୃଢ ଇଚ୍ଛାଶକ୍ତି ଓ ଅଧ୍ୟବସାୟ ଆଗରେ ହାର ମାନିଛି ଘରର ଦାରିଦ୍ର୍ୟ । ଚାଷୀ ପୁଅ ହୋଇ ମଧ୍ୟ ବିନା କୋଚିଂରେ ଓଏଏସ୍‌ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି ଆନନ୍ଦ । ତୁଳସୀ ଦୁଇପତ୍ରରୁ ବାସିଲା ପରି ଛୋଟ ବେଳୁ ଆନନ୍ଦଙ୍କ ପାଠପଢା ନିଶା, ବାପା ମାଆକୁ ସ୍ୱପ୍ନ ଦେଇଥିଲା ଯେ ପୁଅ ବଡ଼ ଅଧିକାରୀ ହୋଇ…

ଝାରସୁଗୁଡା: ଓଏଏସ୍ ପାଇଲେ ପାନ ଦୋକାନୀଙ୍କ ପୁଅ, ସଫଳତାର ଶ୍ରେୟ ଦେଲେ ବାପା-ମା’ଙ୍କୁ

ଝାରସୁଗୁଡା: ଓଏଏସ୍ ପାଇଲେ ପାନ ଦୋକାନୀଙ୍କ ପୁଅ । ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଳକ୍ କନକତୋରାର ପାନ ଦୋକାନୀ ପଞ୍ଚରାମ ମେହେରଙ୍କ ପୁଅ ଅନିଶ କୁମାର ମେହେର ୯୧ ରାଙ୍କରେ ରହି ସଫଳତାର ସହ ଓଡିଶା ପ୍ରଶାସନିକ ପରୀକ୍ଷାରେ ଉତ୍ତିର୍ଣ୍ଣ ହୋଇଛନ୍ତି । ଗରିବ ମଧ୍ଯବିତ୍ତ ପରିବାରରୁ ଆସିଥିବା ଅନିଶ…