Below header

ଝାରସୁଗୁଡା: ଓଏଏସ୍ ପାଇଲେ ପାନ ଦୋକାନୀଙ୍କ ପୁଅ, ସଫଳତାର ଶ୍ରେୟ ଦେଲେ ବାପା-ମା’ଙ୍କୁ

ଝାରସୁଗୁଡା: ଓଏଏସ୍ ପାଇଲେ ପାନ ଦୋକାନୀଙ୍କ ପୁଅ । ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଳକ୍ କନକତୋରାର ପାନ ଦୋକାନୀ ପଞ୍ଚରାମ ମେହେରଙ୍କ ପୁଅ ଅନିଶ କୁମାର ମେହେର ୯୧ ରାଙ୍କରେ ରହି ସଫଳତାର ସହ ଓଡିଶା ପ୍ରଶାସନିକ ପରୀକ୍ଷାରେ ଉତ୍ତିର୍ଣ୍ଣ ହୋଇଛନ୍ତି । ଗରିବ ମଧ୍ଯବିତ୍ତ ପରିବାରରୁ ଆସିଥିବା ଅନିଶ ଆଗାମୀ ଦିନରେ ସ୍ବାସ୍ଥ୍ଯ ଓ ଶିକ୍ଷା ପାଇଁ କାମ କରିବାକୁ ଇଚ୍ଛା ରଖିଛନ୍ତି। ସେହିପରି ସେ ତାଙ୍କ ସଫଳତାର ଶ୍ରେୟ ନିଜ ବାପା ମାଙ୍କୁ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.