Below header

ଓଡ଼ିଆରେ ହେବ ଓଡ଼ିଶା ସିଭିଲ୍‌ ସର୍ଭିସ ପରୀକ୍ଷା: ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ବର(କେନ୍ୟୁଜ୍): ଏଣିକି ଓଡ଼ିଆରେ ହେବ ଓଡ଼ିଶା ସିଭିଲ୍‌ ସର୍ଭିସ ପରୀକ୍ଷା । ଲିଖିତ ଓ ମୌଖିକ ପରୀକ୍ଷା ଉଭୟ ଓଡ଼ିଆ ଓ ଇଂରାଜୀ ମାଧ୍ୟମରେ କରାଯିବ । ଲାଙ୍ଗୁଏଜ ବିଷୟ ବ୍ୟତୀତ ଅନ୍ୟ ପରୀକ୍ଷା ଉଭୟ ଓଡ଼ିଆ ଓ ଇଂରାଜୀରେ ହେବ ।

ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଏବାବଦରେ ଓଡ଼ିଶା ସିଭିଲ ସର୍ଭିସ (ମେଥଡ ଅଫ ଏକ୍‌ଜାମିନସେନ ଇନ ଓଡ଼ିଆ ମିଡିୟମ)ରୁଲ, ୨୦୨୨ରେ ବ୍ୟବସ୍ଥା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.