Below header

୩ ଦିନ ବିତିଗଲା ହେଲେ ଅସୁସ୍ଥ ହାତୀର ହେଉନି ଚିକିତ୍ସା

୩ ଦିନ ବିତିଲା । ଅସୁସ୍ଥ ହାତୀର ହେଉନି ଚିକିତ୍ସା । ବାଲେଶ୍ବର ଜିଲ୍ଲା ସୋର ବନାଞ୍ଚଳ ଖୁଣ୍ଟାପାଟଣା ବିଟ୍ ହାଉସ ଅଧୀନ ମଙ୍ଗଳା ବନ୍ଧରେ ମାଈ ହାତୀଟି ଗଭୀର ପାଣିରେ ବୁଡି ରହିଛି । ହେଲେ ପାଣି ଭିତରକୁ ଅସୁସ୍ଥ ହାତୀକୁ ଉଦ୍ଧାର କରାଯାଇପାରିନାହିଁ ।

ସୋର(କେନ୍ୟୁଜ୍): ୩ ଦିନ ବିତିଲା । ଅସୁସ୍ଥ ହାତୀର ହେଉନି ଚିକିତ୍ସା । ବାଲେଶ୍ବର ଜିଲ୍ଲା ସୋର ବନାଞ୍ଚଳ ଖୁଣ୍ଟାପାଟଣା ବିଟ୍ ହାଉସ ଅଧୀନ ମଙ୍ଗଳା ବନ୍ଧରେ ମାଈ ହାତୀଟି ଗଭୀର ପାଣିରେ ବୁଡି ରହିଛି । ହେଲେ ପାଣି ଭିତରକୁ ଅସୁସ୍ଥ ହାତୀକୁ ଉଦ୍ଧାର କରାଯାଇପାରିନାହିଁ ।

ଘଟଣା ସ୍ଥଳରେ ବନ ବିଭାଗର ଟିମ୍ ଉପସ୍ଥିତ ରହି ହାତୀ ଟିକୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରଖିଛନ୍ତି । ଔପଦl ବିଟ ଗଜା ଆମ୍ବ ବାଲିମୁଣ୍ଡୁଲିରେ ପ୍ରଥମେ ଅସୁସ୍ଥ ମାଈ ହାତୀକୁ ଠାବ କରାଯାଇଥିଲା ।

ଏହାପରେ କୁଲଡିହା ଅଭୟାରଣ୍ୟ ଜାତପଦାରେ ମଙ୍ଗଳା ବନ୍ଧରେ ଗତକାଲିଠୁ ହାତୀଟି ଗଭୀର ପାଣିରେ ବୁଡି ରହି ଥିବା ଦେଖିବାକୁ ମିଳିଛି । ଏଥିଯୋଗୁ ତିନି ଦିନ ପରେ ବନ ବିଭାଗ ଅସୁସ୍ଥ ହାତୀର ଚିକିତ୍ସl କରିବାରେ ବିଫଳ ହୋଇଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.