Below header

ଦିଲ୍ଲୀରୁ ଫେରିବା ବେଳେ ବାଜପେୟୀଙ୍କ ସ୍ମୃତି ଚାରଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର (କେନ୍ୟୁଜ୍) : ଦିଲ୍ଲୀରୁ ଫେରିବା ବେଳେ ବାଜପେୟୀଙ୍କ ସ୍ମୃତି ଚାରଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ କହିଛନ୍ତି ଅଟଳଜୀ ଜଣେ ଭଲ ପ୍ରଧାନମନ୍ତ୍ରୀ ଥିଲେ । ସବୁ ଭାରତୀୟଙ୍କ ସେ ପ୍ରିୟ ଥିଲେ । ବାଜପେୟୀ ଜଣେ ଜଣେ ଉଚ୍ଚ କୋଟିର କବି ମଧ୍ୟ ଥିଲେ । ବିଜୁ ପଟ୍ଟନାୟକ ଓ ବାଜପେୟୀ ଭଲ ବନ୍ଧୁ ଥିଲେ । ତାଙ୍କ ସରକାରରେ ସେ ୨ବର୍ଷ ମନ୍ତ୍ରୀ ଥିବା କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.