ସିଲ୍‌ ହେଲା ଜିମ୍‌ ସେଣ୍ଟର, ଜରିମାନା ଦେଲେ ଏହିସବୁ ଶୋ’ ରୁମ୍‌

ଭୁବନେଶ୍ୱର ( କେ ନ୍ୟୁଜ):  କରୋନା ମହାମାରୀକୁ ଦୃଷ୍ଟିରେ ରଖି ସରକାର ପ୍ରଥମେ ଲକଡାଉନ ଘୋଷଣା କରିଥିଲେ। କିନ୍ତୁ ତା’ ପରେ ଧୀରେ ଧୀରେ ଜୀବନ ଜୀବିକାକୁ ଚାଲିଥିଲା। ଏଥିପାଇଁ ସରକାର କିଛି ନୀତିନିୟମ ଏବଂ ସର୍ତ୍ତ ମାନିବାକୁ କହିଥିଲେ। ଏହାକୁ ନ ମାନିଲେ ଜରିମାନା ଦେବାକୁ ପଡିବ ବୋଲି ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା। ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ମାନିବା, ସାଇଟାଇଜର ବ୍ୟବହାର କରିବା ଇତ୍ୟାଦି। କିନ୍ତୁ ଏମିତି କିଛି ଦୋକାନ ଏବଂ ବ୍ୟବସାୟ ପ୍ରତିଷ୍ଠାନ ରହିଛି, ଯେଉଁଠି ଏହିସବୁ ନିୟମକୁ ମାନୁନାହାନ୍ତି। ସୋମନଙ୍କୁ ଏଥିପାଇଁ ଜରିମାନା ସହିତ ସିଲ୍‌ ମଧ୍ୟ କରାଯାଉଛି।

shree

ଏମାନଙ୍କ ମଧ୍ୟରେ ରହିଛି ଖଣ୍ଡଗିରି ଆଇଟିଇଆର ନିକଟରେ ଥିବା ଅଲ୍‌ ଟାଇମ ଫିଟନେସ୍‌ ସେଣ୍ଟର ସାମାଜିକ ଦୂରତା ଏବଂ ମାସ୍କ ପିନ୍ଧିନଥିବା ନିୟମକୁ ପାଳନ କରୁନଥିବାରୁ ସିଲ୍‌ କରାଯାଇଛି। ଏହାଛଡା ଭୁବନେଶ୍ୱର ଅଶୋକ ନଗରେ ଥିବା ଶ୍ରୀଲେଦର, ପଣ୍ଡା ଏଣ୍ଟରପ୍ରାଇଜ ଏବଂ ମାକ୍ସ ଭଳି ଶୋ ରୁମକୁ ଫାଇନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.