Below header

କଟକ: ଚାଉଳିଆଗଞ୍ଜ ନିକଟରେ ଡିଭାଇଡରରେ ପିଟି ହୋଇ ଓଲଟିପଡ଼ିଲା ଆମ୍ବୁଲାନ୍ସ,ଅଳ୍ପକେ ବର୍ତ୍ତିଲେ ୩ ରୋଗୀ

କଟକ (କେନ୍ୟୁଜ): ଚାଉଳିଆଗଞ୍ଜ ନିକଟରେ ଡିଭାଇଡରରେ ପିଟି ହୋଇ ଓଲଟିପଡ଼ିଲା ଆମ୍ବୁଲାନ୍ସ। ଯାଜପୁରରୁ ରୋଗୀ ନେଇ ଆସୁଥିଲା ଆମ୍ୱୁଲାନ୍ସ। ଘଟଣାସ୍ଥଳରେ ପହଞ୍ଚିଲା ପୁଲିସ। କାହାର  କୌଣସି କ୍ଷତି ହୋଇନଥିବା ସୂଚନା। ତେବେ ଆମ୍ବୁଲାନ୍ସ କେମିତି ଓ କଣ ପାଇଁ ଦୁର୍ଘଟଣାର ଶିକାର ହେଲା ତାହା ଜଣାପଡିନାହିଁ । ଯାଜପୁରରୁ କରୋନା ଆକ୍ରାନ୍ତଙ୍କୁ ଧରି ଆମ୍ବୁଲାନ୍ସଟି ସମ ହସ୍ପିଟାଲ ଆସୁଥିଲା ବୋଲି ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.