Below header

୨୬ ଜିଲ୍ଲାର ୧୪୨୨ କରୋନା ଆକ୍ରାନ୍ତ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ): ଆଜି ୨୬ ଜିଲ୍ଲାର ୧୪୨୨ କରୋନା ଆକ୍ରାନ୍ତ ସୁସ୍ଥ। ରାଜ୍ୟରେ ବର୍ତ୍ତମାନ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩୭ ହଜାର ୯୦୦ରେ ପହଞ୍ଚିଛ।ସୁସ୍ଥ ମାନଙ୍କ ମଧ୍ୟରେ ଅଛନ୍ତି ଗଂଜାମ ଜିଲ୍ଲାରୁ ସର୍ବାଧିକ ୨୫୫ ଜଣ। ଖୋର୍ଦ୍ଧା ଜିଲ୍ଲାରୁ ୨୨୮ ଜଣ, ଗଜପତି ଜିଲ୍ଲାରୁ ୧୩୯ ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୦୦ ଜଣ ।ସମ୍ବଲପୁର ଜିଲ୍ଲାରୁ ୯୫ ଜଣ, କଟକ ଜିଲ୍ଲାରୁ ୭୧ ଜଣ, ସୁନ୍ଦରଗଡ଼ରୁ ୫୭ ଜଣ, ପୁରୀରୁ ୪୫ ଜଣ, ଭଦ୍ରକରୁ ୪୪ ଜଣ, ରାୟଗଡ଼ାରୁ ୪୨ ଜଣ, ଢେଙ୍କାନାଳରୁ ୩୭ ଜଣ, କନ୍ଧମାଳରୁ ୩୬ ଜଣ, ମାଲକାନଗିରିରୁ ୩୩ ଜଣ, କେନ୍ଦୁଝରରୁ ୩୦ ଜଣ, କୋରାପୁଟରୁ ୨୯ ଜଣ, ବୌଦ୍ଧ ଓ ରୁ ନୟାଗଡ଼ରୁ ୨୮-୨୮ ଜଣ,


ଝାରସୁଗୁଡ଼ାରୁ ୨୧ ଜଣ, ମୟୂରଭଂଜରୁ ୨୦ ଜଣ, ସୁବର୍ଣ୍ଣପୁରରୁ ୧୯ ଜଣ, ଜଗତସିଂହପୁରରୁ ୧୮ ଜଣ, ବାଲେଶ୍ୱରରୁ ୧୩ ଜଣ, ବରଗଡ଼ରୁ ୧୨ ଜଣ, କଳାହାଣ୍ଡିରୁ ୧୦ ଜଣ, କେନ୍ଦ୍ରାପଡ଼ାରୁ ୭ ଜଣ, ଯାଜପୁରରୁ ୪ ଜଣ ଓ ନବରଙ୍ଗପୁରରୁ ଜଣେ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.