Below header

ବଲାଙ୍ଗୀରରୁ ୪୦ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରୁ ୨୫୬ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି

କେନ୍ୟୁଜ୍(ବ୍ୟୁରୋ):  ଆଜି ରାଜ୍ୟରୁ ୨୫୬ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜିର ସୁସ୍ଥଙ୍କ ମଧ୍ୟରେ ଅଛନ୍ତି ବଲାଙ୍ଗୀରରୁ ୪୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୪୦ଜଣ, ବଲାଙ୍ଗୀରରୁ ୨୫ଜଣ, ଅନୁଗୁଳରୁ ୨୦ଜଣ, କଟକରୁ ୧୭ଜଣ, ସମ୍ବଲପୁରରୁ ୧୪ଜଣ, ଝାରସୁଗୁଡ଼ାରୁ ୧୨ଜଣ, ଖୋର୍ଧାରୁ ୧୦ଜଣ, ପୁରୀରୁ ୧୦ଜଣ, କେନ୍ଦ୍ରାପଡ଼ାରୁ ୯ଜଣ, ମୟୁରଭଞ୍ଜରୁ ୯ଜଣ, ବାଲେଶ୍ବରରୁ ୮ଜଣ, କେନ୍ଦୁଝରରୁ ୭ଜଣ, ଯାଜପୁରରୁ ୬ଜଣ, ଭଦ୍ରକରୁ ୫ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦେଇଛି।

ଜଗତସିଂହପୁରରୁ ୪ଜଣ, ନୂଆପଡ଼ାରୁ ୪ଜଣ, ଦେବଗଡ଼ରୁ ୩ଜଣ, ଢ଼େଙ୍କାନାଳରୁ ୨ଜଣ, ଗଞ୍ଜାମରୁ ୨ଜଣ,ସୋନପୁରରଚୁ ୨ଜଣ, କଳାହାଣ୍ଡିରୁ ଜଣେ, ନବରଙ୍ଗପୁରରୁ ଜଣେ, ନୟାଗଡ଼ରୁ ଜଣେ, ରାୟଗଡ଼ାରୁ ଜଣେ ଓ ଷ୍ଟେଟପୁଲରୁ ୩ଜଣ ଲେଖାଏଁ କରୋନାରୁ ସୁସ୍ଥ ହୋଇଥିବା ଟ୍ବିଟ ଯୋଗେ ସୂଚନା ଦେଇଛି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଆଜିର ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ସୁସ୍ଥ ସଂଖ୍ୟା  ୩୨୯୦୮୮ରେ ପହଞ୍ଚିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.