ଅନୁଗୁଳର ୪୪ ଜଣ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ଆଉ ୩୦୯ କରୋନା ଆକ୍ରାନ୍ତ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ):  ଆଜି ରାଜ୍ୟରେ ୩୦୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜିର ସୁସ୍ଥଙ୍କ ମଧ୍ୟରେ ଅନୁଗୁଳର ୪୪, ସୁନ୍ଦରଗଡର ୨୮,ଖୋର୍ଦ୍ଧାର ୨୭, ବାଲେଶ୍ବରରର ୨୬, ମୟୂରଭଞ୍ଜର ୨୬, କଟକର ୨୦, ପୁରୀର ୧୮, ନୂଆପଡାର ୧୫, ଝାରସୁଗୁଡାର ୧୪,ବଲାଙ୍ଗିରର ୧୨, ସମ୍ବଲପୁରର ୧୦ ଜଣ  କରୋନାରୁ ସୁସ୍ଥ ହୋଇଛନ୍ତି।

 

ସେହିପରି ବରଗଡର ୯ ଭଦ୍ରକର ୮, ଯାଜପୁରର ୭, କେନ୍ଦୁଝରର ୭, କେନ୍ଦ୍ରାପଡାର ୬,ନୟାଗଡର ୬,ଗଞ୍ଜାମର ୪,କଳାହାଣ୍ଡିର ୪,ଗଜପତିର ୩, ନବରଙ୍ଗପୁରର ୨, ରାୟଗଡାର ୨, ଷ୍ଟେଟପୁଲର ୮, ଢେଙ୍କାନାଳ, କୋରାପୁଟ, ସୋନପୁରରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି। ଏହି ସୁସ୍ଥଙ୍କ ମିଶାଇ ରାଜ୍ୟରେ ସୁସ୍ଥ ସଂଖ୍ୟା ୩୨୧୯୫୯ରେ ପହଞ୍ଚିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.