Below header

ସାଂସଦ ଅନୁଭବ ମହାନ୍ତିଙ୍କ ଅଚାନକ କେନ୍ଦ୍ରାପଡ଼ା ମେଡିକାଲ ଗସ୍ତ

କେନ୍ଦ୍ରାପଡ଼ା(କେନ୍ୟୁଜ୍): ସାଂସଦ ଅନୁଭବ ମହାନ୍ତିଙ୍କ ଅଚାନକ କେନ୍ଦ୍ରାପଡ଼ା ମେଡିକାଲ ଗସ୍ତ । ଗସ୍ତ ସମୟରେ ରୋଗୀଙ୍କ ସମସ୍ୟା ବୁଝିଥିଲେ ସାଂସଦ । ଠିକ୍‌ ଭାବେ ଚିକିତ୍ସା ହେଉଛି କି ନାହିଁ, ରୋଗୀମାନେ ସରକାରୀ ଔଷଧ ପାଉଛନ୍ତି କି ନାହିଁ, ମେଡିକାଲରେ ଥିବା ସମସ୍ତ ଯନ୍ତ୍ରପାତି ଚାଲୁଛି କି ନାହିଁ, ଏସବୁ ପଚାରି ବୁଝିଥିଲେ । ଏହାସହ ମେଡିକାଲରେ ଥିବା ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ମେଡିକାଲକୁ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ସିଡିଏମଓଙ୍କୁ କହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.