Below header

ବର୍ଷା ଓ ଅନୁଭବ ଛାଡ଼ପତ୍ର ମାମଲା: ଏସଡିଜେଏମ୍‌ କୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି କୋର୍ଟଙ୍କ ଦ୍ୱାରସ୍ଥ ହେଲେ ସାଂସଦ ଅନୁଭବ

କଟକ: ବର୍ଷା ଓ ଅନୁଭବ ଛାଡ଼ପତ୍ର ମାମଲାରେ ଏସଡିଜେଏମ୍‌ କୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି କୋର୍ଟଙ୍କ ଦ୍ୱାରସ୍ଥ ହେଲେ ସାଂସଦ ଅନୁଭବ। ଘରୋଇ ହିଂସା ଓ କ୍ଷତିପୂରଣ ମାମଲା କରିଥିଲେ ବର୍ଷା।

ପରେ ଅନ୍ୟ ମାମଲା ଏଥିରେ ସଂଯୋଗ କରିବାକୁ ବର୍ଷା ଆବେଦନ କରିଥିଲେ। କୋର୍ଟ ବର୍ଷାଙ୍କ ଆବେଦନକୁ ଅନୁମତି ଦେଇଥିଲେ। ଏହାକୁ ଜିଲ୍ଲା କୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ଅନୁଭବ ମହାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.