Below header

ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲା: ଆଜି ଡେଜିଡନେଟେଡ୍‌ PMLA କୋର୍ଟରେ ହାଜର ହେବାକୁ ଶ୍ରଦ୍ଧାଞ୍ଜଳିଙ୍କୁ ନିର୍ଦ୍ଦେଶ

ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ହନି ଟ୍ରାପ ଓ ବ୍ଲାକମେଲିଂ ମାମଲାରେ ଆଜି ଡେଜିଡନେଟେଡ୍‌ PMLA କୋର୍ଟରେ ହାଜର ହେବାକୁ ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ନିର୍ଦ୍ଦେଶ ।

ଭୁବନେଶ୍ୱର(କେନ୍ୟୁଜ): ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ହନି ଟ୍ରାପ ଓ ବ୍ଲାକମେଲିଂ ମାମଲାରେ ଆଜି ଡେଜିଡନେଟେଡ୍‌ PMLA କୋର୍ଟରେ ହାଜର ହେବାକୁ ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ନିର୍ଦ୍ଦେଶ । ବ୍ୟକ୍ତିଗତ ହାଜର ନହେବା ପାଇଁ ସେ କରିଥିବା ଆବେଦନକୁ କୋର୍ଟ ଖାରଜ କରିଥିଲେ । ଆଜି ହାଜର ନହେଲେ ଶ୍ରଦ୍ଧାଞ୍ଜଳିଙ୍କ ନାଁରେ କୋର୍ଟ ଜାମିନ ବିହୀନ ଗିରଫ ପରୱାନା ବା NBW ଜାରି ହୋଇପାରେ । ଅର୍ଚ୍ଚନା ମନି ଲଣ୍ଡରିଂ ମାମଲାରେ ଶ୍ରଦ୍ଧାଞ୍ଜଳିଙ୍କୁ ଚତୁର୍ଥ ଅଭିଯୁକ୍ତ ଭାବେ ଚାର୍ଜସିଟରେ ଦର୍ଶାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.