Below header

ମୃତକଙ୍କୁ ଜୀବିତ କହି ଡାକ୍ତରଙ୍କୁ ଆକ୍ରମଣ

ଟାଙ୍ଗି(କେନ୍ଯୁଜ୍): ମୃତକଙ୍କୁ ଜୀବିତ କହି ଡାକ୍ତରଙ୍କ ଉପରେ ଆକ୍ରମଣ। ଏହାକୁ ନେଇ ବାଣପୁର ଡାକ୍ତରଖାନାରେ ଉତ୍ତଜେନା ଦେଖାଦେଇଥିଲା। ଖୋର୍ଦ୍ଧା ବାଣପୁର ଥାନା ଖୁଣ୍ଟପଲ୍ଲୀ ଗାଁର ନାରାୟଣ ସାହୁ ଘର କାମ କରୁଥିବାବେଳେ ବିଦ୍ୟୁତ୍‌ ସଂଶ୍ପର୍ଶରେ ଆସିଥିଲେ। ପରିବାର ଲୋକେ ତାଙ୍କୁ ତୁରନ୍ତ ବାଣପୁର ହସ୍ପିଟାଲରେ ଭର୍ତ୍ତି କରିଥିଲେ।

doctor

ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଏହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ପ୍ରଶାନ୍ତ ଜୀବିତ ଥିବା କହି ପରିବାରଲୋକେ ଡାକ୍ତରଙ୍କୁ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଡାକ୍ତରଙ୍କୁ ଉଦ୍ଧାର କରିବା ସହ ମୃତଦେହକୁ ବ୍ୟବଛେଦ ପାଇଁ ପଠାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.