ପୂର୍ବ ଶତ୍ରୁତାରୁ ମରଣାନ୍ତକ ଆକ୍ରମଣ : ପେଟ୍ରୋଲ ଓ ବୋମା ପକାଇ ହତ୍ୟା ଉଦ୍ୟମ

କେନ୍ଦୁଝର ଜିଲ୍ଲା କରମଙ୍ଗି ପଞ୍ଚାୟତ ସିନ୍ଦୁରିଆ ପୁଢେଇଝୋଳ ସାହିରେ ଘଟିଛି ଘଟଣା । ପୂର୍ବ ଶତ୍ରୁତାରୁ ହତ୍ୟା ଉଦ୍ୟମ କରାଯାଇଛି। ଗାଁର ସୋମନାଥ ନାୟକଙ୍କ ଘରେ ବୋମା ପକାଇଛନ୍ତି ଦୁର୍ବୃତ୍ତ ।

କେନ୍ଦୁଝର (କେନ୍ୟୁଜ): ପେଟ୍ରୋଲ ଓ ବୋମା ପକାଇ ହତ୍ୟା ଉଦ୍ୟମ । କେନ୍ଦୁଝର ଜିଲ୍ଲା କରମଙ୍ଗି ପଞ୍ଚାୟତ ସିନ୍ଦୁରିଆ ପୁଢେଇଝୋଳ ସାହିରେ ଘଟିଛି ଘଟଣା । ପୂର୍ବ ଶତ୍ରୁତାରୁ ହତ୍ୟା ଉଦ୍ୟମ କରାଯାଇଛି। ଗାଁର ସୋମନାଥ ନାୟକଙ୍କ ଘରେ ବୋମା ପକାଇଛନ୍ତି ଦୁର୍ବୃତ୍ତ । ତାଙ୍କ ବେଡରୁମ୍‌ ଝରକା ଦେଇ କେହି ଦୁର୍ବୃତ୍ତ ପାଇପ୍‌ ଓ ଫନେଲ ସାହାଯ୍ୟରେ ପେଟ୍ରୋଲ ପକାଇବା ସହ ବୋମା ଫିଙ୍ଗିଥିଲେ । ଘରେ କେହି ନଥିବାରୁ କାହାର କୌଣସି କ୍ଷତି ହୋଇନାହିଁ । ଘରର ଆସବାବପତ୍ର ଜଳିପୋଡି ନଷ୍ଟ ହୋଇ ଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.