Below header

ଅନୁଗୁଳରେ ଚାଞ୍ଚଲ୍ଯ: ରାଜରାସ୍ତା ଉପରୁ ମିଳିଲା ଶିଶୁର କଟା ମୁଣ୍ଡ

ଅନୁଗୁଳ: KNews,KNews Odisha,Odia news,Odisha news,latest Odia news,Odia news today,Kalinga tv,Live Odia news,Live Odisha news

କେହି ରାସ୍ତା ଉପରକୁ ଶିଶୁର ମୁଣ୍ଡକୁ ଫିଙ୍ଗିଦେଇଥିବା ଅନୁମାନ କରାଯାଉଛି। ତେବେ କିଏ ଏବଂ କେଉଁ ପରିସ୍ଥିତିରେ ଏଭଳି କାଣ୍ଡ ଭିଆଇଛି ସେନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ । ଅନ୍ଯପଟେ ପ୍ରାଥମିକ ତଦନ୍ତରୁ ଏହାଏକ ନବଜାତ ଶିଶୁର କଟାମୁଣ୍ଡ ବୋଲି ସନ୍ଦେହ କରାଯାଉଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.