ବିଜେପୁର ଥାନା ବୈରଖପାଲି ହତ୍ୟା ଘଟଣାର ପର୍ଦ୍ଦାଫାସ

ବରଗଡ଼(କେନ୍ୟୁଜ୍) : ବିଜେପୁର ଥାନା ବୈରଖପାଲି ହତ୍ୟା ଘଟଣାର ପର୍ଦ୍ଦାଫାସ । ଏହି ଘଟଣାରେ ୫ଜଣ ଗିରଫ ହୋଇଛନ୍ତି । ଗତ ୬ତାରିଖ ଦିନ ୪ଜଣ ଦୁର୍ବୃତ୍ତ ବୈରଖପାଲିର କ୍ଷୀରୋଦ ମେହେରଙ୍କ ଘରକୁ ପଶି ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ କ୍ଷିରୋଦଙ୍କ ପତ୍ନୀ ଜୟଶ୍ରୀଙ୍କ ମୃତ୍ୟୁ ହୋଇଥିଲା । ଗିରଫ ୫ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.