ଫନି ପରେ ଶ୍ରୀମନ୍ଦିରର ନୀଳଚକ୍ରରେ ଲାଗିଲା ୧୪ ହାତିଆ ବାନା

ପୁରୀ ଶ୍ରୀମନ୍ଦିରର ନୀଳଚକ୍ରରେ ୧୪ ହାତିଆ ବାନା ଲଗାଯାଇଛି। ବାତ୍ୟା ‘ଫନି’ ପାଇଁ ମେ’ ୧ ତାରିଖ ଦିନ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବାନା ବଦଳା ଯାଇ ୫ ହାତିଆ ବାନା ଲଗାଯାଇଥିଲା। କିନ୍ତୁ ତାହା ଗୁରୁବାର ଦିନ ଚୁନରା ସେବାୟତଙ୍କ ଦ୍ବାରା ବଦଳା ଯାଇ ୧୪ ହାତିଆ ବାନା ଲଗାଯାଇଥିବା ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.