Below header

ରାଜଧାନୀର ବ୍ୟାଙ୍କ ଏଟିଏମର ହେବ ସିକ୍ୟୁରିଟି ଅଡିଟ୍‌, ମାସକ ମଧ୍ୟରେ ଡିସିପିଙ୍କୁ ରିପୋର୍ଟ ଦେବ ଟିମ୍‌

ଭୁବନେଶ୍ବର(କେନ୍ଯୁଜ୍): ରାଜଧାନୀର ବ୍ୟାଙ୍କ ଏଟିଏମର ହେବ ସିକ୍ୟୁରିଟି ଅଡିଟ୍‌ । ଏନେଇ ୬ଟି ଜୋନ୍‌ର ସଂପୃକ୍ତ ଥାନା ଆଇଆଇସି, ଏସିପି ଓ ଅତିରିକ୍ତ ଡିସିପି ଅଡିଟ୍‌ରେ ରହିବେ । ଆରବିଆଇ ଗାଇଡ୍‌ଲାଇନ ଅନୁଯାୟୀ ବ୍ୟାଙ୍କରେ ସିକ୍ୟୁରିଟି ରହିଛି କି ନାହିଁ ଯାଞ୍ଚ ହେବ । ଯାଞ୍ଚ  ହେବାପରେ ମାସକ ମଧ୍ୟରେ ଏହାର ରିପୋର୍ଟ ଡିସିପିଙ୍କୁ ଦେବ ଟିମ୍‌ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.