Below header

ଭିଜିଲାନ୍ସ ଜାଲରେ ବରଗଡ଼ ଉଠା ଜଳସେଚନ ସହକାରୀ ଯନ୍ତ୍ରୀ

ବରଗଡ଼: ଭିଜିଲାନ୍ସ ଜାଲରେ ବରଗଡ଼ ଉଠା ଜଳସେଚନ ସହକାରୀ ଯନ୍ତ୍ରୀ। ଆୟବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀ ବୈକୁଣ୍ଠ ରାଉତଙ୍କ ଅଫିସ ଓ ବାସବଭନ ସହ ୬ଟି ସ୍ଥାନରେ ଚଢଉ ଚାଲିଛି। ଯାଜପୁର ଟମକା ଥାନା ଅଞ୍ଚଳରେ ଥିବା ପୈତୃକ ଘର, ଭୁବନେଶ୍ୱର ଶ୍ୱଶୁର ଘର, ବରଗଡ଼ ଉଠା ଜଳସେଚନ ଅଫିସ ଓ ଭଡ଼ା ଘରେ ଚଢଉ ଚାଲିଛି। ଭୁବନେଶ୍ୱର ଭିଜିଲାନ୍‌ସ ବିଭାଗ ଇନସ୍‌ପେକ୍ଟର ମନୋରଞ୍ଜନ ପାଇକରାୟଙ୍କ ନେତୃତ୍ୱରେ ଚାଲିଛି ଚଢଉ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.